ସଂସଦ ପରେ ଗୃହ ମନ୍ତ୍ରଣାଳୟରେ ପଶିବାକୁ ଉଦ୍ୟମ, ଯୁବକଙ୍କୁ ଗିରଫ କଲା ପୋଲିସ
ସଂସଦ ପରେ ଏବେ ଗୃହ ମନ୍ତ୍ରଣାଳୟ ସୁରକ୍ଷାକୁ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଯୁବକ ଗିରଫ । ନକଲି ପରିଚୟ ପତ୍ର ତିଆରି କରି ଗୃହ ମନ୍ତ୍ରଣାଳୟରେ ଯୁବକ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗିରଫ କରିଛି । ଦିଲ୍ଲୀର କର୍ତ୍ତବ୍ୟ ପଥ ଥାନା ପୋଲିସ ଯୁବକଙ୍କୁ ଗିରଫ କରିଛି । ଗିରଫ…