Browsing Tag

passenger bus overturned

ପଣା ସଂକ୍ରାନ୍ତିରେ ଅଘଟଣ: ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୫ ଯାତ୍ରୀ ଗୁରୁତର

ପଦ୍ମପୁର (କେନ୍ୟୁଜ): ଆଜି ଓଡ଼ିଆ ନବ ବର୍ଷର ପ୍ରଥମ ଦିନରୁ ଅଘଟଣ । ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୧୦ରୁ ଅଧିକ ଗୁରୁତର

କୋରାପୁଟ (କେନ୍ୟୁଜ): କୋରାପୁଟ ସଦର ଥାନା ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ପୋଡ଼ାଗଡ଼ର ଛୋଟାଗୁଡ଼ା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଊର୍ଦ୍ଧ୍ୱ ଆହତ

ମୟୂରଭଞ୍ଜ (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ପୂର୍ବାହ୍ନ ୧୦ଟା ୧୫ମିନିଟ ସମୟରେ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସ୍ୟାମ ହରାଇ ରାସ୍ତା…

ବିଳମ୍ବିତ ରାତିରେ ଓଲଟିଲା ଯାତ୍ରୀବାହୀ ବସ, ୧୫ରୁ ଅଧିକ ଆହତ

ଭଦ୍ରକ (କେନ୍ୟୁଜ): ଓଲଟିଲା ଯାତ୍ରୀବାହୀ ବସ। ଭଦ୍ରକରୁ ମଞ୍ଜୁରୀରୋଡ ଆସୁଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ କୁଲଣା ଠାରେ ଓଲଟିଲା ଯାତ୍ରୀବାହୀ ବସ(ଅମ୍ରିତି) । ୧୫ରୁ ଅଧିକ ଜଣ ଆହତ । ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ ଭଦ୍ରକ କୁଲଣା ନିକଟରେ ଘଟିଛି ଏହି ସଡ଼କ…

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ, ୬ ଆହତ

ସୋନପୁର  (କେନ୍ୟୁଜ): : ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଚଲାଚଳ କରୁଥିବା ଯାତ୍ରୀବାହୀ ବସ ଦୁର୍ଘଟଣା । ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆଜି ପ୍ରାୟ ସକାଳ ୭ଟା ସମୟରେ ପୁରୀ ଶ୍ରୀକ୍ଷେତ୍ର ରୁ ଫେରୁଥିବା ପାତାଳୀଶ୍ରୀ କ୍ଷେତ୍ର ଯାତ୍ରୀବାହୀଟି ଭାରସାମ୍ୟ ହରାଇ ରାସ୍ତା…

ମୟୂରଭଞ୍ଜ କୁଳିଅଣାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ଯାତ୍ରୀ ଆହତ

ବାରିପଦା(କେନ୍ୟୁଜ୍): ଓଲଟିଲା ଯାତ୍ରୀବାହୀ ବସ୍‌ । ମୟୂରଭଞ୍ଜ ଜିଲ୍ଲା କୁଳିଅଣାରେ ଓଲଟିଲା ଯାତ୍ରୀବାହୀ ବସ୍‌ । ବସ୍‌ଟି କେନ୍ଦୁଝରରୁ ବାରିପଦା ଯିବାବେଳେ ଭାରସାମ୍ୟ ହରାଇ ଓଲଟିଲା । ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର…

ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ

ବାଂଶପାଳ (କେନ୍ୟୁଜ): ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି…

ପ୍ରବଳ କୁହୁଡି ଯୋଗୁ ବାଘାମାରୀ ନିକଟରେ ଓଲଟିଲା ଯାତ୍ରିବାହୀ ବସ୍‌, ୧୦ରୁ ଊର୍ଦ୍ଧ୍ୱ ଆହତ

ବେଗୁନିଆ(କେନ୍ୟୁଜ୍): ଓଲଟିଲା ଯାତ୍ରିବାହୀ ବସ୍‌ । ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଆହତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବାଘାମାରୀ ନିକଟରେ ପ୍ରବଳ କୁହୁଡି ଯୋଗୁ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।…

୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌, ୨୨ଯାତ୍ରୀ ଆହତ

ଜଳେଶ୍ୱର(କେନ୍ୟୁଜ୍): ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌। ୨୨ଯାତ୍ରୀ ଆହତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ୍‌। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ…

ଓଲଟିଲା ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୧୦ରୁ ଅଧିକ ଆହତ

ନୟାଗଡ(କେନ୍ୟୁଜ୍): ଓଲଟିଲା ଯାତ୍ରୀବାହୀ ବସ୍‌ । ଜଣେ ମୃତ, ୧୦ରୁ ଅଧିକ ଆହତ । ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । କାଲେଶ୍ୱରୀ ଗୋଡ଼ିବିଡ଼ା ଠାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କ…

ମୋହନା ରାଇସିଙ୍ଗ ଘାଟି ତଳକୁ ଭାରସାମ୍ୟ ହରାଇ ଓଲଟିଲା ‘କାମଧେନୁ’ ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ସବୁ ଯାତ୍ରୀ

ମୋହନାକେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ ଯାତ୍ରୀ।ସୂଚନା ମୁତାବକ,  ଗତ ରାତିରେ ରାୟଗଡାର ଆମ୍ବାଦୁଲାରୁ…