Browsing Tag

patient

ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାନ୍ତି। କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି। ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ…

କାଳ ହେଲା ସମାନ ନାଁ: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍‌ କରିଦେଲେ ଡାକ୍ତର, ହସ୍ପିଟାଲରେ ମୃତ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ। କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କ…

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ଦୁଇ ଜଣ ଅଟକ

ଭଦ୍ରକ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଜଣେ ଜୀବିତ ବ୍ୟକ୍ତିଙ୍କୁ କାହିଁକି ମୃତ ଘୋଷଣା କରାଗଲା ତାକୁ ନେଇ ପରିସ୍ଥିିତି ଉତ୍ତେଜନା ମୂଳକ ରହିଛି । ଆଜି ଗ୍ରାମାଞ୍ଚଳ ଥାନା କଲେଇ ପଞ୍ଚାୟତ ବଳଭଦ୍ରପୁର ଗାଁର କୈଳାସ ଚନ୍ଦ୍ର ପରିଡା ବିଦ୍ୟୁତ…

ରାୟଗଡ଼ା: ଦୁଇ ବର୍ଷର ଝିଅ ନାକରେ ବଢୁଛି ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ଦୁଇ ବର୍ଷର କୁନି ଝିଅ ନାକରେ ବଢୁଛି ମାଂସ ପିଣ୍ଡୁଳା । ଆଖି ଘୋଡେଇ ହେବାକୁ ବସିଲାଣି । ରାୟଗଡା ଜିଲ୍ଲା ରମନାଗୁଡା, ନାରାୟଣ ଗୁଡା ଗାଁର ଜୟନ୍ତୀ ବିଡିକାଙ୍କ ଝିଅର ଏଭଳି ଅବସ୍ଥା । ସ୍ୱାମୀଙ୍କୁ ହରାଇବା ପରେ ୮ ଜଣ ଛୁଆଙ୍କୁ ଧରି ମୂଲ ଲାଗି ପରିବାର ପୋଷନ୍ତି ଜୟନ୍ତୀ । ଝୁମ୍ପୁଡି କୁଡିଆ…

ମନ କିଣିନେଲେ ବିଧାୟକ, ଡାକ୍ତରଖାନା କର୍ମଚାରୀ ଧାରଣାରେ ଥିବାରୁ ରୋଗୀଙ୍କୁ କଲେ ନିଜ ହାତରେ ଡ୍ରେସିଂ

ଡ୍ରେସର ସାଜିଲେ ବିଧାୟକ । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ଡ୍ରେସିଂ କଲେ ରାଉରକେଲା ଏମ୍‌ଏଲ୍‌ଏ ସାରଦା ନାୟକ । ରାଉରକେଲା ସରକାରୀ ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଧର୍ମଘଟ ଯୋଗୁଁ ଅଚଳବସ୍ଥା ଦେଖାଦେଇଛି । ଏସଂପର୍କରେ ଖବର ପାଇବା ପରେ ବିଧାୟକ ସାରଦା ନାୟକ ଘଟଣାସ୍ଥଳରେ…

ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପରେ ଏହି ବ୍ୟକ୍ତି ମାରାଥନ ଦୌଡି ୫୬ ମିନିଟରେ ପୂରା କଲେ ୫ କିମିର ରେସ୍, ସମାଜକୁ ଦେଲେ ଏହି…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶରୀରିକ ଅକ୍ଷମତା, ହାର୍ଟଟ୍ରାନ୍ସ ପ୍ଲାଣ୍ଟ ହେଲାପରେ ମଧ୍ୟ ୫୬ ମିନିଟରେ ୫ କିମି ମାରାଥନ ରେସ ପୂରା କଲେ ଗୁଜୁରାଟର ପ୍ରିୟଙ୍କ ଦୀକ୍ଷିତ। ଡାକ୍ତର ତାଙ୍କୁ ସର୍ଜରୀ ପରେ କିଛି ବଡ କାମ କରିବାକୁ ମନା କରିଇଦେଇଥିଲେ। କିନ୍ତୁ ଏହାକୁ ଖାତିର ନକିରି…

କେନ୍ଦୁଝର: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ       

ବାଂଶପାଳ: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ ତେଣୁ ଝୁଡିରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ମହିଳା ରୋଗୀ। ଏଭଳି ଘଟଣା ଘଟିଛି ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ। କେବଳ ଏହି ରଢୁଆଁ ଗ୍ରାମ ନୁହେଁ ବରଂ କେନ୍ଦୁଝର ଜିଲ୍ଲାର ଅନେକ ଗ୍ରାମର ଗ୍ରାମବାସୀ  …

ଓଟି ଟେବୁଲ ସ୍ୱଚ୍ଛ ନଥିବାରୁ ଅଭିଯୋଗ କଲେ ରୋଗୀ, କିନ୍ତୁ ଡାକ୍ତର କଲେ ନାହିଁ ଅପରେସନ

ରାଞ୍ଚିର ରିମସ୍ ବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ଜଣେ ରୋଗୀ ଏହାର ଭିଡିଓ ଭାଇରାଲ କରିଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ହସ୍ପିଟାଲରେ ଆଦୌ ସ୍ୱଚ୍ଛତା ନାହିଁ । ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ…

ପାରାଲିସିସ୍ ହେବା ପରେ ରୋଗୀଙ୍କର ଏଭଳି କରନ୍ତୁ ପ୍ରାଥମିକ ଚିକିତ୍ସା ! ଆପଣଙ୍କ ଗୋଟିଏ ପ୍ରଚେଷ୍ଟା କାହାର ବଞ୍ଚାଇବ…

ରୋଗ ହେବା ପୂର୍ବରୁ ତାହାର ନିରାକରଣ ବିଧି ଜାଣିବା ନିହାତି ଦରକାର । ବୋଧ ଆପଣଙ୍କ ଛୋଟ ପ୍ରୟାସ କାହାର ଜୀବନକୁ ବଞ୍ଚାଇଦେବ । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଏ ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ ।…

୩ ହଜାର ଟଙ୍କା ନଦେବାରୁ ମିଳିଲାନି ରକ୍ତ : ୨ ଦିନର ନବଜାତକୁ ଧରି ବସଷ୍ଟାଣ୍ଡରେ ରାତି କାଟିଲେ ପ୍ରସୂତି

ନବରଙ୍ଗପୁର: ବାଟବଣା ସ୍ୱାସ୍ଥ୍ୟସେବା। ପୁଣି ଏଭଳି ଚିତ୍ର ସାମନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଏମିତି ଏକ ଘଟଣା ଘଟିଛି। ଅଭିଯୋଗ ହୋଇଛି, ଜଣେ ପ୍ରସୂତୀଙ୍କୁ ହସ୍ପିଟାଲ କର୍ମଚାରୀ ରକ୍ତ ପାଇଁ ୩ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଦମ୍ପତି ହସ୍ପିଟାଲରୁ ପଳାଇ…