ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ: ଅଭିଯୋଗରେ ଧାରଣାରେ ବସିଲେ ପରିବାର ଲୋକେ
ନବରଙ୍ଗପୁର (କେନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ପାପଡାହାଣ୍ଡି ବ୍ଲକ ପୋକନା ଗୁଡା କାଜୁ ବାଡ଼ ନିକଟରେ ଲାଇବନ ମୁଦୁଲିଙ୍କ ଦୁର୍ଘଟଣା ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲ ଅଣାଯାଇଥିଲା କିନ୍ତୁ ଡାକ୍ତରଙ୍କ…