Browsing Tag

pet died

ପୋଷା କୁକୁରର ମାର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ, ମାଲିକଙ୍କ ପାଇଁ ଥିଲା ଲକି

ଗଜପତି(କେନ୍ୟୁଜ୍): ବର୍ତ୍ତମାନ ସମାଜରେ ମନୁଷ୍ୟକୁ ହିଁ ଭଲପାଉନାହିଁ । ଏଭଳି ସ୍ଥିତିରେ ପାରଳାଖେମୁଣ୍ଡିର ଏମିତି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ ପଶୁ ପ୍ରେମ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଅନେକ କୁକୁରଙ୍କୁ ପାଳିଥିବା ବେଳେ ସୋମବାର ସକାଳୁ ଅଞ୍ଜଳି ନାମକ ଏକ କୁକୁର ଆଖି…