ସେପ୍ଟେମ୍ବର ପହିଲାରୁ ହିଁ ମହଙ୍ଗା ହେଲା ପେଟ୍ରୋଲ ଦାମ, ଜାଣନ୍ତୁ ଆଜି କେତେ ଅଛି ପେଟ୍ରୋଲ-ଡିଜେଲ ଦର
ସେପ୍ଟେମ୍ବର ମାସର ଆରମ୍ଭ ପେଟ୍ରୋଲ ଦର ବୃଦ୍ଧି ସହିତ ହେଉଛି। ମଙ୍ଗଳବାର ପୁଣି ଥରେ ପେଟ୍ରୋଲ ଦାମ ବଢ଼ିଯାଇଛି। ତୈଳ ମାକେର୍ଟିଙ୍ଗ କମ୍ପାନୀ ମଙ୍ଗଳବାର ପେଟ୍ରୋଲର ଦାମରେ ୫ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆନ୍ତର୍ଜାତିୟ ବଜାରରେ ତୈଳ ଦର ଲଗାତର ଭାବରେ…