Below header
Browsing Tag

petrol and diesel rate

ଗ୍ରାହକଙ୍କୁ ଆଜି ସାମାନ୍ୟ ଆଶ୍ଵସ୍ତି, କମିଲା ପେଟ୍ରୋଲ ଓ ଡିଜେଲ ଦର

ଗ୍ରାହକଙ୍କୁ ଆଜି ସାମାନ୍ୟ ଆଶ୍ଵସ୍ତି। ଲଗାତାର ତୈଳ ଦର ବଢୁଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ଦାମ୍ କମିଛି। ଅର୍ଥାତ ଆଜି ପେଟ୍ରୋଲ ଦାମ ବୃଦ୍ଧି ନ ପାଇ ୯ ପଇସା ହ୍ରାସ ହୋଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୮୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୮୮ ଟଙ୍କା ୭୧…

କମିଲା ପେଟ୍ରୋଲ ଓ ଡିଜେଲ ଦର, ଏଠାରେ ଜାଣନ୍ତୁ ଆଜିର ଲିଟର ପିଛା ଦାମ୍

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ ଦରଦାମ୍। ସାଧାରଣ ପକେଟକୁ ଏହି ମହଙ୍ଗା ମାଡ ବେଶ ବାଧୁଛି। କିନ୍ତୁ ଆଜି ମାତ୍ର ୨ ପଇସା କମିଛି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୬ ଟଙ୍କା ୯୬ ପଇସା ରହିଛି। ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା…