ଆଜି କେତେ ଅଛି ପେଟ୍ରୋଲ ଡିଜେଲ ଦାମ୍ ଜାଣନ୍ତୁ
ଆଜି ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତକାଲି ଅପେକ୍ଷା ଆଜି ତୈଳ ଦରରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରହିଛି ୮୧ ଟଙ୍କା ୬୦ ପଇସା। ସେହିପରି ଡିଜେଲ ଲିଟର ପିଛା ରହିଛି ୭୬ ଟଙ୍କା ୬୮ ପଇସା।
ପେଟ୍ରୋଲ ଏବଂ…