ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍କୁ ନୋଟିଫିକେସନ୍
ପେଟ୍ରୋଲ ପମ୍ପରେ ଚାଲିଥିବା ତେଲ ଠକାମି ଉପରେ ରୋକ୍ ଲଗାଇବା ଏବେ ହେଲା ସହଜ। ତେଲ ଚୋରି ରୋକିବାକୁ ଏକ ନୂଆ ଉପକରଣ ବାହାରିଛି। ଏହି ଉପକରଣ ମାଧ୍ୟମରେ ଆପଣ ନିଜ ଗାଡ଼ିରେ କେତେ ତେଲ ପକାଇଲେ ସେ ବିଷୟରେ ଜାଣିପାରିବେ। ଗାଡ଼ିରେ କେତେ ପରିମାଣରେ ତେଲ ପଡ଼ିଲା ସେ ନେଇ ଗ୍ରାହକଙ୍କ ମୋବାଇଲ୍କୁ…