Browsing Tag

pinaki mishra

ଲୁହା ପଥର ଉପରେ ରପ୍ତାନୀ ଶୁଳ୍କ ଯୋଗୁଁ ଓଡ଼ିଶା ହରାଇବ ୧୫ ହଜାର କୋଟି ଟଙ୍କା, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ…

କେନ୍ୟୁଜ୍(ବ୍ୟୁରୋ): ଲୁହା ପଥର ଉପରେ ରପ୍ତାନୀ ଶୁଳ୍କ ଯୋଗୁଁ ଓଡ଼ିଶା ହରାଇବ ୧୫ ହଜାର କୋଟି ଟଙ୍କା। ଏହି ଟିକସ ତର୍କ ସଙ୍ଗତ ନୁହଁ। ଲୋକସଭାରେ ଦରବୃଦ୍ଧି ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଦେଶରେ ଷ୍ଟିଲ ଦର ବଢୁଥିବାରୁ କେନ୍ଦ୍ର ସରକାର ରପ୍ତାନୀ…

ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି: ପିନାକୀ ମିଶ୍ର

ପୁରୀ(କେନ୍ୟୁଜ୍‌): ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଇନଜୀବୀ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସବୁ ବିବାଦର ଅନ୍ତ ଘଟାଇଛନ୍ତି ସୁପ୍ରିମ୍‌କୋର୍ଟ । ବିନା ASI ସହମତିରେ ଆମେ କିଛି କାମ କରିପାରିବୁନି। ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି । ପ୍ରକଳ୍ପକୁ ନେଇ ବହୁ ଦିନ ଧରି…

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ, ସତସାହସ ଅଛି ଯଦି ପାର୍ଲାମେଣ୍ଟରେ ମୋ ବିରୋଧରେ ପ୍ରସ୍ତାବ ଆଣ

କେନ୍ୟୁଜ୍(ବ୍ୟୁରୋ):  ଯଦି ଅପରାଜିତାଙ୍କ ସତସାହସ ଅଛି, ପାର୍ଲାମେଣ୍ଟରେ ମୋ ବିରୋଧରେ ପ୍ରସ୍ତାବ ଆଣନ୍ତୁ ବୋଲି କହିଛନ୍ତି ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଏଭଳି କହିଛନ୍ତି ସାଂସଦ ପିନାକୀ ମିଶ୍ର । କୌଣସି ନିୟମ ଉଲ୍ଲଙ୍ଘନ ହେଉନାହିଁ । ନ୍ୟାସନାଲ ମନ୍ୟୁମେଣ୍ଟ…

ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ୭୫ ତମ ବର୍ଥ ଡେ ପାର୍ଟିରେ ବିଜେଡି ସାଂସଦ ପିନାକୀ ମିଶ୍ର

କେନ୍ଯୁଜ୍: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ୭୫ ତମ ବର୍ଥ ଡେ ପାର୍ଟିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ । କପିଲ ସିବ୍ଦଲରଙ୍କ ପାର୍ଟିରେ ବହୁ ବିରୋଧୀ ନେତାଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ସାଂସଦ ପିନାକୀ ମିଶ୍ର ଏହି ପାର୍ଟିରେ ଯୋଗ ଦେଇଥିଲେ । ଏହାସହ ୧୫ ଦଳର ପ୍ରାୟ…

ସଂସଦରେ ଓଡ଼ିଶା ପ୍ରସଙ୍ଗ, ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଲେ ସାଂସଦ ପିନାକୀ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ପିନାକୀ ମିଶ୍ର । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଆଲୋଚନା କାଳରେ ବିଜେଡି କେନ୍ଦ୍ର ସରକାରଙ୍କ ଆଗରେ ନିଜର ଅସନ୍ତୋଷ ଜାହିର କରିଛି।  ପୁରୀ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି କରିଛନ୍ତି ସାଂସଦ…

କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର

(କେନ୍ୟୁଜ୍): କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ପାର୍ଲାମେଣ୍ଟରେ BJD-କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଉପରେ ଆଲୋଚନା ହୋଇଛି । ବିଜେଡି ଗଠନମୂଳକ ସହଯୋଗ ନୀତି ଆପଣେଇବ ବୋଲି ପିନାକୀ କହିଛନ୍ତି ।…

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସଂସଦରେ ରାଜ୍ୟର ଦାବିକୁ ଉପସ୍ଥାପନ କରି ପ୍ରାପ୍ୟ ହାସଲ କରିବାକୁ ଜୋରଦାର ପ୍ରୟାସ ହେବ ବୋଲି କହିଛନ୍ତି ପିନାକୀ । ବିଜେଡି ସାଂସଦମାନେ ଏକ ସ୍ୱରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରେଳବାଇ ଆଦି…

ସହରାଞ୍ଚଳର ପ୍ରାର୍ଥୀ ସିନା କିନ୍ତୁ ଫେସବୁକ୍ ଓ ଟ୍ଵିଟରରେ ନାହାନ୍ତି ଅରୂପ ପଟ୍ଟନାୟକ, ପିନାକୀ ମିଶ୍ର

ନିର୍ବାଚନ ପାଇଁ ସୋସିଆଲ ମିଡିଆରେ ସବୁ ରାଜନୈତିକ ଦଳ ଆକ୍ଟିଭ। ଜୋରସୋର ଚଳାଇଛନ୍ତି ପ୍ରଚାର। ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି ନେତା। ହେଲେ ଭୁବନେଶ୍ୱର, କଟକ, ପୁରୀ ପରି ସହରାଞ୍ଚଳ ଭିତ୍ତିକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ତିନି ହେଭିୱେଟ…

ଆଗୁଆ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତ : ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର

ଭୁବନେଶ୍ବର : ଆଗୁଆ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ସାଂସଦ ପିନାକୀ ମିଶ୍ର । ଆଗୁଆ ନିର୍ବାଚନ ପ୍ରସଙ୍ଗରେ ବିଜେଡି ପକ୍ଷରୁ ସେ ନିର୍ବାଚନ କମିଶନଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ,…