Browsing Tag

pipili by election

ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ, ଆଜି କରାଯିବ ପ୍ରାର୍ଥିପତ୍ର ଯାଞ୍ଚ

ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଆଜି ଯାଞ୍ଚ କରାଯିବ । ଏପ୍ରିଲ ୩ ନାମାଙ୍କନ ପତ୍ୟାହାର ଶେଷ ତାରିଖ ରହିଛି । ଏପ୍ରିଲ ୧୭ରେ ପଡିବ ଭୋଟ । ଶେଷ ଦିନରେ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନାମାନଙ୍କନ ଦାଖଲ କରିଛନ୍ତି।…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଏହାପରେ ମୈଦାନରେ ଜମିବ ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।…

ନବୀନ ନିବାସରେ ରୁଦ୍ର ପ୍ରତାପ ମହାରଥୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଗ୍ରହଣ କଲେ ଟିକେଟ୍

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ରୁଦ୍ର ପ୍ରତାପ ମହାରଥୀ । ପିପିଲରୁ ବିଜେଡି ପ୍ରାର୍ଥୀ ହେବା ପରେ ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୁଦ୍ର ପ୍ରତାପ ମହାରଥୀ । ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କଠାରୁ ଟିକେଟ୍‌ ନେଇଛନ୍ତି ରୁଦ୍ର ମହାରଥୀ । ଭଉଣୀ ପଲ୍ଲବୀ ଓ ଭିଣୋଇ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପିପିଲି ପାଇଁ ପ୍ରାର୍ଥୀ କରିଛି ଦଳ । ଏପ୍ରିଲ ୧୭ ତାରିଖରେ ପିପିଲି ପାଇଁ ଭୋଟ୍‌ ପଡ଼ିବ । ମେ ୨ରେ…

ପିପିଲି ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ, କୋଭିଡ ଗାଇଡଲାଇନ ଅନୁସାରେ ହେବ ପରିଚାଳନା

ପିପିଲି (କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ସାରା ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । କୋଭିଡ ଗାଇଡଲାଇନ ଅନୁସାରେ ହେବ ଉପନିର୍ବାଚନ ପରିଚାଳନା । ଗୋଟିଏ ବୁଥରେ ୧ ହଜାରରୁ ଅଧିକ ମତଦାତା ରହିପାରିବେ ନାହିଁ । ସମୁଦାୟ…

ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ତାରିଖ, ମାର୍ଚ୍ଚ ୨୩ ରେ ବିଜ୍ଞପ୍ତି, ଏପ୍ରିଲ ୧୭ ର ଭୋଟ୍‌

ନୂଆଦିଲ୍ଲୀ : ଏପ୍ରିଲ ୧୭ ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ । ଏଥିପାଇଁ ମାର୍ଚ୍ଚ ୨୩ ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ତାରିଖ ଏପ୍ରିଲ ୧୭ରେ ହେବା ନେଇ ତାରିଖ ଘୋଷଣା ହେବା ପରେ ପିପିଲି ଉପନିର୍ବାଚନ ନେଇ ତାରିଖ ସ୍ପଷ୍ଟ ହୋଇଛି ।…

ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା, ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ପିପିଲି(କେନ୍ୟୁଜ୍):  ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା । ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ । ନୂଆ ଶାସନ ପଞ୍ଚାୟତର ଉପନିର୍ବାଚନକୁ ଆଖିଆଗରେ ରଖି ପିପିଲି ବିଜେଡି ମହିଳା ସଭାପତି ଜୋତ୍ସ୍ନାରାଣୀ ପୁଷ୍ଟି ଚଉଦମାଣ ଗାଁରେ ବୈଠକ କରୁଥିଲେ । ଏହି ସମୟରେ ବିଜେପି…

କିଏ ହେବେ ପିପିଲି ପ୍ରାର୍ଥୀ? ମୁହଁ ଖୋଲିଲେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ, କହିଲେ ସୁଯୋଗ ମିଳିଲେ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପିପିଲିରେ କିଏ ହେବେ ପ୍ରାର୍ଥୀ ? ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଯୋଗାଡ କରିବାରେ ଲାଗିଛନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ସେ କହିଛନ୍ତି…