ବାବା ଆସିଛନ୍ତି ବାଂଲାଦେଶରୁ: ଠିକଣା ପଚାରିଲେ ଦେଖାଉଛନ୍ତି ଅନେକ ପରିଚୟ ପତ୍ର, ସନ୍ଦେହରେ ଅଟକ ରଖିଲା ପୋଲିସ
ପିପିଲି(କେନ୍ୟୁଜ୍):ଖୋର୍ଦ୍ଧା ଜିଲ୍ଲା ବାଳକାଟି ବଜାରରେ ଭିକ୍ଷାବୃତ୍ତି କରୁଥିବା ୩ ଜଣ ନାଗା ବାବା ଅଟକ। ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଚୋର ସନ୍ଦେହରେ ଦୀର୍ଘ ସମୟ ଧରି ଅଟକ ରଖିବା ପରେ ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ଏକାଧିକ ପରିଚୟ ମିଳିଥିଲା। ଯେଉଁଥିରେ ଭିନ୍ନ…