ମଝି ଆକାଶରେ ବିମାନରୁ ବାହାରିଲା ସାପ, ଭାଇରାଲ ହେଉଛି ଛାତି ଥରା ଭିଡିଓ
ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଫ୍ଲାଇଟ୍ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର ଏସିଆର ଫ୍ଲାଇଟ୍ ନମ୍ବର AK ୫୭୪୮…