Browsing Tag

plane under the highway bridge

ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ, ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓ

ଦିଲ୍ଲୀ: ହାଇେଓ୍ଵ ବ୍ରିଜ ତଳେ ବିମାନ । ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଓଭରବ୍ରିଜ ତଳେ ଫସି ରହିଛି ବିମାନ। ଦେଖନ୍ତୁ ଭିଡିଓ: #WATCH An @airindiain plane…