ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ: ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ
ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ। ଫୁଲ ଓ ଭୋଗ ପଲିଥିନରେ ମନ୍ଦିର ଭିତରକୁ ନନେବାକୁ ଭକ୍ତ ଓ ସମସ୍ତ ନିଯୋଗକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ। କଟନ୍ ବ୍ୟାଗ୍,କାଠ ବା ବାଉଁଶରେ ନିର୍ମିତ ଚାଙ୍ଗୁଡିରେ ଫୁଲ ଓ ଭୋଗ…