କ୍ରିକେଟରୁ ସନ୍ନ୍ୟାସ ନେଲେ ସୌରଭ ତିଓ୍ଵାରୀ, ଅଣ୍ଡର-୧୯ ବିଶ୍ୱକପ ବିଜେତା ଟିମରେ ଖେଳିଛନ୍ତି
ପ୍ରଫେସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସୌରଭ ତିଓ୍ଵାରୀ । ରଣଜୀ ଟ୍ରଫି ପାଇଁ ହରିୟାଣା ତରଫରୁ ଝାଡଖଣ୍ଡକୁ ମିଳିଥିବା ପରାଜୟ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୌରଭ । ଝାଡଖଣ୍ଡ ଏବଂ ରାଜସ୍ଥାନ ମଧ୍ୟରେ ୧୬ ଫେବୃଆରୀକୁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ ତାଙ୍କ ପ୍ରଫେସନାଲ…