ଆକାଉଣ୍ଟ କୁ ଆସିଲା ୧୫ତମ କିସ୍ତି, ଏପରି ଚେକ କରନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ତମ କିସ୍ତିର ଉପହାର ଦେଇଛନ୍ତି । ଆଜି ୮ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ତମ କିସ୍ତି ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ରିଲିଜ କରିବା ନେଇ କହିଛନ୍ତି ।୧୫ ତମ କିସ୍ତି DBT…