Browsing Tag

POLAVARAM

ପୋଲଭାରମ ପ୍ରକଳ୍ପ ବନ୍ଦ ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ପ୍ରକଳ୍ପ ବନ୍ଦ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ…

ବିଜେଡି ରଣନୀତି : ଏଥର ସଂସଦରେ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ବର : ଏଥର ମଧ୍ୟ ସଂସଦରେ ବିଜେଡି ଉଠାଇବ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ। ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଓ ନିଯୁକ୍ତି ସୁଯୋଗ ପ୍ରସଙ୍ଗ ଉଠାଇବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ସଂସଦରେ ହେବ ଘମାସନ। ଏଥର ମଧ୍ୟ ବିଜେଡି ଉଠାଇବ,…

ପୋଲାଭରମ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୧୦ ତାରିଖରେ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖିବା ନେଇ କେନ୍ଦ୍ର ପରିବେଶ ଓ ଜଂଗଲ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶକୁ ରଦ୍ଦ…

ପୋଲାଭରମ୍ ଜାତୀୟ ପ୍ରକଳ୍ପକୁ ସାରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ !

ପୋଲାଭରମ ଏକ ଜାତୀୟ ପ୍ରକଳ୍ପ। ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ। ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ। ପ୍ରକଳ୍ପ ଦ୍ୱାରା ୯୬୦ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେବ। ଫଳରେ ଏଥିରୁ ଓଡ଼ିଶା, ତେଲେଙ୍କାନା ଓ…

ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା

ଭୁବନେଶ୍ବର : ପୋଲାଭରମ ଏକ ଜାତୀୟ ପ୍ରକଳ୍ପ । ଏହାକୁ ଶେଷ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆନ୍ଧ୍ରବାସୀଙ୍କ ଉନ୍ନତି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଆନ୍ଧ୍ରର ଚାଷୀଙ୍କୁ ନୂଆ ଜୀବନ ଦେବ । ଆଜି ପୋଲାଭରମ ପ୍ରକଳ୍ପ ବୁଲି କାମର ସମୀକ୍ଷା କରିବା ପରେ କେନ୍ଦ୍ର ଜଳସମ୍ପଦ…

ପୋଲାଭରମ ପ୍ରକଳ୍ପ ଚାଲୁ ରହିବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ : କେନ୍ଦ୍ର ସରକାର ପୁଣି ଥରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପୋଲାଭରମ ପ୍ରକଳ୍ପ କାମ ଆଉ ବର୍ଷକ ପାଇଁ ଚାଲୁ ରଖିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଏଥିପାଇଁ କିଛି ସର୍ତ୍ତ ରହିଛି ।…