୨୦୨୩ ପାଇଁ ରାଜ୍ୟପାଳ ମେଡାଲ ଘୋଷଣା, ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର
ଭୁବନେଶ୍ୱର (କେନ୍ୟୁଜ): ୨୦୨୩ ପାଇଁ ରାଜ୍ୟପାଳ ପୁରସ୍କାର ଘୋଷଣା । ୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । IG ପାହ୍ୟାର ପୂର୍ବାଞ୍ଚଳଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦ ମନୋନୀତ ହୋଇଛନ୍ତି । ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୁ ନାଁ…