Browsing Tag

police si

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣା: କିଛି ସନ୍ଦିଗ୍‌ଧଙ୍କୁ ଚିହ୍ନଟ କରାଯାଇଛି

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୋଲିସ ଉପରେ ଆକ୍ରମଣ ଉଦ୍ୟମ କରିଥିବା କିଛି ସନ୍ଦିଗ୍‌ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୋଜା ଚାଲିଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସନ୍ଦିଗ୍‌ଧଙ୍କ ବିରୋଧରେ…

ପୋଲିସ SIଙ୍କୁ ପିଟି ଆସାମୀକୁ ଛଡ଼ାଇ ନେଲେ ଦୁର୍ବୃତ୍ତ, ତିଗିରିଆ ମେଡିକାଲରେ ହେଲେ ଭର୍ତ୍ତି

ଆଠଗଡ଼(କେନ୍ୟୁଜ୍): ପୋଲିସ ଏସ୍‌ଆଇଙ୍କ ଉପରେ ଆକ୍ରମଣ । ସର୍ଭିସ ରିଭଲଭର ଛଡ଼ାଇ ନେଲେ ଦୁର୍ବୃତ୍ତ । ପୋଲିସ୍‌ ଗାଡ଼ି ଭଙ୍ଗାରୁଜା । ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଏହି ଘଟଣା ଘଟିଛି । ଢେଙ୍କାନାଳ ଟାଉନ ଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ଓ କିଛି ପୋଲିସ କର୍ମଚାରୀ ଆଜି…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ କଣ୍ଟିଲୋ ଆଉଟ ପୋଷ୍ଟର ସବଇନିସ୍ପେକ୍ଟର

କେନ୍ୟୁଜ୍(ବ୍ୟୁରୋ):  ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବଇନିସ୍ପେକ୍ଟର। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବଇନିସ୍ପେକ୍ଟର ପ୍ରଫୁଲ୍ଲ ଦେଓ। ଏକ ମାମଲାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡି ଦେବା ପାଇଁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ୧୦ ହଜାର ଟଙ୍କା…

ରାତି ଅଧରେ ମହିଳାଙ୍କ ଘରେ ଥାନା ବାବୁ, ଭିଡିଓ ଭାଇରଲ ପରେ ହେଲେ ଗିରଫ

ତାଳଚେର (କେନ୍ୟୁଜ) : ‘ଦବ ଯଦି ଦିଅ ନହେଲେ ମୁଁ ଯାଉଛି’… ରାତି ୩ ଟାରେ ମହିଳାଙ୍କ ଘରେ ପଶି କିଛି ଏମିତି କହିଲେ ଖାକି ବର୍ଦ୍ଦିରେ ଥିବା ପୋଲିସ ବାବୁ। ରକ୍ଷକ ହୋଇ ଭକ୍ଷକ ସାଜିବା ମହଙ୍ଗା ପଡ଼ିଛି ଜଣେ ପୁଲିସ କର୍ମଚାରୀଙ୍କୁ। ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ…

ଖୋର୍ଦ୍ଧା: ମହଙ୍ଗା ପଡିଲା ଲାଞ୍ଚ ଦାବି, ନିଲମ୍ବିତ ହେଲେ ବେଗୁନିଆ ଏସଆଇ

ବେଗୁନିଆ(କେନ୍ୟୁଜ୍): ଲାଞ୍ଚ ନେଇ ନେଇ ଚାଲିଗଲା ବେଗୁନିଆ ଏସଆଇଙ୍କ ଚାକିରି। ଏକ କେସକୁ ରଫାଦଫା କରିବାକୁ ଦାବି କରୁଥିଲେ ଟଙ୍କା । ଯାହାକୁ ନେଇ ଏକ ଅଡିଓ ଟେପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏହା ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ନେଇ ଏସଆଇ ସଜାତା ପଲେଇଙ୍କୁ  ନିଲମ୍ବନ କରିଛନ୍ତି …