ସହରବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା, କାମାକ୍ଷାନଗର ସୌନ୍ଦର୍ଯ୍ୟ ପୃଷ୍ଠାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ
କାମାକ୍ଷାନଗର (କେନ୍ୟୁଜ): ଆଜିର ବ୍ୟସ୍ତ ବହୁଳ ସମୟ ଭିତରେ ଟିକିଏ ଫୁରସତ ମିଳିଲେ ସମସ୍ତେ ଚାହାଁନ୍ତି ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନ ବୁଲି ଆସିବେ । ନିରୋଳାରେ ପରିବାର ସହ ବସି ସମୟ କାଟିିବାକୁ ସମସ୍ତେ ଚାହାନ୍ତି । ଏଭଳି କଳ୍ପନାକୁ କାମାକ୍ଷାନଗର ଏନଏସି ତରଫରୁ ବାସ୍ତବ…