Browsing Tag

poor family

ଦୁଃଖୀ ଅସହାୟକୁ ମିଳୁନି ସାହାଯ୍ୟ, କ୍ଲବ ଘରେ ଝିଅ ଓ ନାତୁଣୀ ସହ ବିତିଲାଣି ଦୁଇ ବର୍ଷ

ଏ ଭଗବାନ ବି ବଡ ନିଷ୍ଠୁର। ଯାହାକୁ ଦୁଃଖ ଦେଉଥିବେ ଦେଇ ଚାଲିଥିବେ। ଏଇ ଯେମିତି ଏ ବୃଦ୍ଧାଙ୍କ କଥା। ନିଜର ବୋଲି କିଛି ନାହିଁ ତେଣୁ କ୍ଲବ ଘରେ ବିତିଲାଣି ୨ ବର୍ଷ । ନିଜର ଜାଗା ନାହିଁ ତେଣୁ ସରକାରଙ୍କ ପକ୍କା ଘର ଯୋଜନାର ସୁଫଳ ମିଳୁନାହିଁ । ଗୋଟିଏ ପଟେ ବାସ ନଥିବା ବେଳେ ଅନ୍ଯପଟେ ଅସହାୟ…

ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି: ଆଖିରେ ଆଖିଏ ଲୁହ, କୋହ ଭରା କଣ୍ଠରେ ନିବେଦନ କରୁଛି ଆରତୀ

ଗଂଜାମ: ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି।  ଦୁର୍ଘଟଣାରେ ମୁଁ ଅକାମୀ ହୋଇଯାଇଛି, ଶେଯରୁ ଉଠି ପାରୁନାହିଁ କିମ୍ବା ଚାଲି ପାରୁନାହିଁ । ଆଖିଏ ଲୁହ, କୋହ ଭରା କଣ୍ଠରେ କହୁଛି ଆରତୀ । ଏମିତି ଏକ ଦୁଃଖର କାହାଣୀ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶୁଣ୍ଢିପଲ୍ଲୀ…

ପଦ୍ମପୁରରେ ଦଳିତ ପରିବାରଙ୍କୁ ବାସହରା କଲା ପ୍ରଶାସନ, ଶେଷରେ ଭୟରେ ଜଙ୍ଗଲ ଭିତରେ ମୁଣ୍ଡ ଗୁଞ୍ଜିବାକୁ ହେଲେ ବାଧ୍ଯ

ପଦ୍ମପୁର: ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ଯେଉଁ ଲୋକ ମାଟି ଘରେ ବା କୁଡିଆ ଘରେ ରହୁଛି ତାକୁ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ଭୂମିହୀନ ମାନଙ୍କୁ ଜମି ଯୋଗାଇ ଦେବା ସହ ପଟ୍ଟା ମଧ୍ଯ ପ୍ରଦାନ କରୁଛନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ସିମା ଅଂଚଳ…

ନିସ୍ୱାର୍ଥପର ସେବାର ଜ୍ବଳନ୍ତ ଉଦାହରଣ ନୁଆଁଦେଇ: ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ପଢାଉଛନ୍ତି…

ଝାରସୁଗୁଡା: ନୁଆଁଦେଇ ଖଡିଆ । ବୟସ ୨୯। ନାଁଟି ତାଙ୍କର ଯେମିତି ମନଛୁଆଁ। ହ୍ରୁଦୟଟି ବି ସେମିତି ଖୋଲା । କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶ ତଥା ରାଜ୍ୟରେ ବିଦ୍ୟାଳୟମାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ପାଢ ପଢାଯାଉଛି । ହେଲେ ଆମ ରାଜ୍ୟରେ ଏମିତି ଅନେକ ଗରିବ…

ଟପ୍ପର ଛାତ୍ରଙ୍କ ପାଠପଢ଼ାରେ ବାଧକ ସାଜିଛି ଅଭାବ, ଅଧାରେ ରହିଯିବନି ତ ଆଇଏଏସ୍ ହେବାର ସ୍ବପ୍ନ ?

ଆଳି: ଅଭାବ ବଦଳାଇ ଦିଏ ମଣିଷର ପରିସ୍ଥିତି ଆଉ ତା ଚାଲିଚଳନ। ଭାଙ୍ଗିଦିଏ ସମସ୍ତ ଆଶା ଓ ସ୍ବପ୍ନ । ପ୍ରତିଭା ଥାଇ ବି ନଥାଏ କିଛି କରିବାର ସାହାସ । କାରଣ ଅର୍ଥ ହିଁ ସବୁର ମୂଳ। ଏମିତି ଏକ ମେଧାବୀ ଛାତ୍ର ଯିଏ ଗରିବ ପରିବାରରୁ ଆସିଥିଲେ ମଧ୍ୟ  ପାଠପଢ଼ାରେ ଦେଖାଇଛନ୍ତି ନିଜର କମାଲ୍। ଚଳିତ…

ଅଭାବର କରୁଣ ଚିତ୍ର: ୯ ବର୍ଷର ଝିଅ ତାରିଣୀ ପାଇଁ ଘାତକ ସାଜିଛି ମାରାତ୍ମକ ରୋଗ, ଚିକିତ୍ସା ପାଇଁ ସରକାରୀ ସହାୟତା ହିଁ…

ଭଞ୍ଜନଗର: ଅଭାବରେ ଥିଲେ ବି ଦୁଃଖ ନଥିଲା । ପଖାଳ ସାଥିରେ, ଖଣ୍ଡେ ପିଆଜ ହେଲେ ପେଟ ପୁରି ଯାଉଥିଲା । ସକାଳୁ-ସଞ୍ଜ ସାହୁକାର ପାଖରେ ମୂଲ ଲାଗିଲେ ଯାହା ମିଳୁଥିଲା , ସେଥିରେ ତେଲ-ଲୁଣର ଅଭାବି ସଂସାର ଚଳିଯାଉଥିଲା । ଠିକ୍ ଏତିକି ବେଳେ ଦୁଃଖ ଉପରେ ବୋଝ ମାଡିଆସିଲା ଏହି ପରିବାର ଉପରକୁ । ଘରର…

ବୃତ୍ତି ନାହିଁ କି ରୋଜଗାର ନାହିଁ: କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି କୁମ୍ଭାର ପରିବାର

ମାଲକାନଗିରି : ବୃତ୍ତି ନାହିଁ କି ରୋଜଗାର ବି ନାହିଁ ।  ପରିବାର ଚଳିବ କେମିତି । କରୋନା ଭୟରେ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ କେତେ ଯେ ଅସହାୟ ଲୋକ ଜୀବନ ବିତାଉଛନ୍ତି ତାର ହିସାବ ନାହିଁ । କରୋନା ଲକଡାଉନ ସମସ୍ତଙ୍କ ହାତ ବାନ୍ଦିଦେଇଛି । କିଏ କୌଣସି କାମଧନ୍ଦା କରିବା ଏବେ…

ଆର୍ଥିକ ସମ୍ବଳ ଅଭାବରୁ ଭାଙ୍ଗିପଡିଲେ ଦିନ ମଜୁରିଆ ତୁକାରାମ, ସରକାର ଦୁଃଖ ନବୁଝିବାରୁ ଶେଷରେ କଲେ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର: ଘର ପୋଡିବା ପରେ ସରକାର ଦୁଃଖ ନବୁଝିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଆଦିବାସୀ ବ୍ୟକ୍ତି। କିରୋସିନ ପିଇବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ରେ ଭର୍ତ୍ତି। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଆନନ୍ଦପୁର ବ୍ଲକ ର କଣ୍ଟିପାଳ ଗାଁରେ। ଏହି ଗାଁର ୭ ନମ୍ବର ୱାର୍ଡ ରେ ବାସ…

ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲା, ଏବେ ଅସହ୍ଯ ଯନ୍ତ୍ରଣାରେ ଖଟିଆରେ ପଡି ଜୀବନ ସହ ସଂଗ୍ରାମ କରୁଛି ମୋ ପୁଅ

ରାଇରଙ୍ଗପୁର: ଆଖିରେ ଆଖିଏ ସ୍ଵପ୍ନ , ଦେହରେ ଯନ୍ତ୍ରଣାର କୋହ । ସମସ୍ତେ ନିରୁପାୟ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା। ଚାଲିହେଉନାହି କି କୌଣସି କାମ ବି କରିହେଉନାହି I ଘରେ ଯାହା ବି ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲା । ଅଧିକ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ I ଦିନେ କି ଦୁଇ ଦିନ…

ପରିଣତ ବୟସରେ ମୁକ୍ତାଙ୍କ ଅକୁହା ଦୁଃଖ, ଭାଗ୍ଯକୁ ଆଦରି ବୁଢୀ ଆଈର ସାହାରା ପାଲଟିଛନ୍ତି ଦୁଇ ଅନାଥ ଶିଶୁ

ସୁବର୍ଣ୍ଣପୁର: କଅଁଳ ବୟସ । ଭଲ ପାଠ ପଢି ଭବିଷ୍ଯକ ଗଢିବାର ଆଶା । ହେଲେ ପର କରିଦେଲେ ବାପା ମା । ଏବେ ଦୁଇ ଛୁଆଙ୍କ ବୋଝ ପଡିଛି ବୁଢୀ ଆଈ ଉପରେ । ନାଁ ଅଛି ଘର, ନାଁ ପାଉଛନ୍ତି କୌଣସି ସରକାରୀ ସୁବିଧା । ନୀହାତି ଗରିବ ପରିବାର ହୋଇଥିବାରୁ ଅତି ଦୁଃଖରେ ବିତୁଛି ଜୀବନ । ଏ ହେଉଛେ…

ଯନ୍ତ୍ରଣାରେ ଛଟପଟ ହେଉଛି ୬ ବର୍ଷର ଶିଶୁ ପୁତ୍ର, ସାହାଯ୍ଯ ଅପେକ୍ଷାରେ ପରିବାର

ନୂଆପଡା: ସରକାର ଅସହାୟଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ସବୁ ଯୋଜନା କଣ ସମସ୍ତଙ୍କ ପାଖରେ ପହଁଚି ପାରୁଛି? ଏହାର ଉତ୍ତର କେବଳ ସେହି ଦିନ ମଜୁରିଆ ଖଟିକିଆ ମାନେ ହିଁ ଦେଇପାରିବେ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବକ୍ଲରୁ ।…