ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇଯାଆନ୍ତୁ ସଜାଗ, ଏସବୁ ଉପାୟରେ ଧରାପଡ଼ିଯିବ କ’ଣ ସର୍ଚ୍ଚ କରୁଛନ୍ତି ଆପଣ
ଡିଜିଟାଲ ଯୁଗରେ ନଗ୍ନତାର ସ୍ୱାଦ ଚାଖିବାକୁ ହେଲେ କିଛିଟା ବୈଷୟିକ ଓ ଆଇନଗତ ଜ୍ଞାନର ଆବଶ୍ୟକତା ରହିଛି। ଭାରତରେ ନିଜ ବ୍ୟକ୍ତିଗତ ଆବଦ୍ଧ କୋଠରୀ ଭିତରେ ଯୌନ ଉଦ୍ଦୀପକ ଭିଡିଓ ଦେଖିବା ବେଆଇନ୍ ନୁହେଁ ବୋଲି ସୁପ୍ରିମକୋର୍ଟ ୨୦୧୫ ମସିହାରେ ଏକ ରାୟ ପ୍ରକାଶ କରିଥିଲେ। ଭାରତ ସମ୍ବିଧାନ…