କଞ୍ଚା ଆଳୁରେ ତିଆରି କରନ୍ତୁ ଫେସ୍ ପ୍ୟାକ୍ ଓ ସ୍କ୍ରବ୍, ଅନେକ ସ୍କିନ୍ ସମସ୍ୟା ହେବ ଦୂର
ଆଜିକାଲି ଲୋକମାନେ ବୟସ ବଢିବା ସହିତ ସୁନ୍ଦର ରହିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଚେହେରାରୁ ଟ୍ୟାନିଂ ହଟାଇବା ଏବଂ ଦାଗ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ଲଗାଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଳୁର ବ୍ୟବହାର ଏଥିପାଇଁ ସବୁଠାରୁ ଭଲ ଉପାୟ…