Below header
Browsing Tag

Pragya Singh Thakur

ମାଲେଗାଓଁ ବୋମା ବିସ୍ଫୋରଣ ମାମଲା: ବଢ଼ିଲା ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଅଡ଼ୁଆ, ଜାରି ହେଲା ଓ୍ଵାରେଣ୍ଟ୍‌

ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍‌ ଯୁକ୍ତ ଓ୍ଵାରେଣ୍ଟ୍‌ ଜାରି କରିଛନ୍ତି । କୋର୍ଟରେ ଆଜି ଶୁଣାଣି ଥିଲା ।…

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍‌

ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବାର ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ସମେତ ରାଜନେତା, ନେତ୍ରୀ ତଥା ଅଭିନେତା ମାନେ ମଧ୍ୟ ଏବେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ରାଜ ନେତ୍ରୀ ତଥା ମଧ୍ୟ ପ୍ରଦେଶର ଭୋପାଳରୁ ଲୋକସଭା ସାଂସଦ…

ସହିଦଙ୍କୁ ଗାଳି ପରେ ମହାତ୍ମାଙ୍କ ହତ୍ୟାକାରୀଙ୍କୁ କହିଲେ ଦେଶପ୍ରେମୀ, ବୟାନ ପାଇଁ ଅଡୁଆରେ ପ୍ରଜ୍ଞାସିଂହ ଠାକୁର

ପୁଣି ନିଜ ବୟାନ ପାଇଁ ଅଡୁଆରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ଏଥର ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଛନ୍ତି ପ୍ରଜ୍ଞା। ଗଡସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ । ତାଙ୍କୁ ଆତଙ୍କବାଦୀ କହୁଥିବା ବ୍ୟକ୍ତି ନିଜେ ନିଜକୁ…

ପ୍ରଜ୍ଞାଙ୍କ ପିଛା ଛାଡୁନି ବିବାଦ, ଏଥର ବାବରୀ ମସଜିଦ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସାଧ୍ୱୀ

ଭୋପାଳ : ପୁଣି ବିବାଦରେ ଭୋପାଳର ବିଜେପି ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର। ଏଥର ବାବରୀ ମସଜିଦ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ଏକ ଟିିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ, ଆମେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବୁ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ବାବରୀ…