Browsing Tag

president

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ୫ଟାରେ ଶ୍ରୀମନ୍ଦିର ଗର୍ଭଗୃହରୁ ଶ୍ରୀଜିଉଙ୍କୁ କରିବେ ଦର୍ଶନ

ପୁରୀ(କେନ୍ୟୁଜ୍): ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସପରିବାର ପହଞ୍ଚିଥିଲେ ରାଷ୍ଟ୍ରପତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ…

ପୂର୍ବତନ ରାଷ୍ଟ୍ରପତିଙ୍କ ପୈତୃକ ଘରେ ରହୁଛି ଆତ୍ମା! ପ୍ରମାଣ ଦେଖିଲେ ଆପଣ ବି ଥରି ଉଠିବେ, ଜାଣନ୍ତୁ କେଉଁଠି ଅଛି ଏହି…

ସୁପରନ୍ୟାଚୁରାଲ ବା ଅସାଧାରଣ ଅଲୌକିକ ଶକ୍ତି ସବୁବେଳେ ହିଁ ଜିଜ୍ଞାସା ଏବଂ ଖୋଜ୍‌ର ବିଷୟ ରହି ଆସିଛି। ଏମିତି ହିଁ ଏକ ଖୋଜ୍‌ ସମୟରେ ଅନୁସନ୍ଧାନକାରୀଙ୍କ ସାମ୍ନା ଭୂତ ସହିତ ହୋଇଛି। ଅନୁସନ୍ଧାନକାରୀଙ୍କ ଟିମ୍‌ ଦାବି କରିଛି କି, ସେମାନେ ଭୂତର ଫଟୋ ମଧ୍ୟ ନେଇଛନ୍ତି। ଜଣାଯାଇଛି ଯେ ଏହି ଫଟୋ…

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚାଲିଗଲା ମହିଳାଙ୍କ ଜୀବନ, କ୍ଷମା ମାଗିଲେ ପୋଲିସ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତବେଳେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇ ଦେଇଥିଲା ପୋଲିସ। ଏଥି ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକରେ ଫସି ଜଣେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଣ୍ଡିଆନ ଆସୋସିଏଶନ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଓମେନ୍ସ ଓ୍ବିଙ୍ଗ୍‌ ଅଫ୍‌…

ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ସ୍ୟାଣ୍ଡ ଆନିମେସନ୍

ପୁରୀ: ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ତିଆରି କରି ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ସ୍ୱାଗତ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତିକୃତି ସହ…

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ରାଜଭବନରେ ରାତ୍ରିଯାପନ ପରେ ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପରେ ରାଉରକେଲା ସୁପର ସ୍ପେଶାଲିଟି ହସପିଟାଲର ଲୋକାର୍ପଣ…

ଡାକ୍ତରଙ୍କୁ ଆକ୍ରମଣ କଲେ ଏବେ ଭୋଗିବାକୁ ପଡ଼ିବ ୭ ବର୍ଷ ଜେଲ, ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କଲେ ଆଉ ନିସ୍ତାର ନାହିଁ। ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କୁ ଏବେ ହେବ ସାତ ବର୍ଷ ଜେଲ। ଏନେଇ ମୋଦି ସରକାରଙ୍କ ତରଫରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ…

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କହିଲେ ଏହି ଦଶନ୍ଧି ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଦଶନ୍ଧି ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି। ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବ। ଆମକୁ ନୂଆ ଭାରତର ନିର୍ମାଣ କରିବାକୁ ହେବ। ସରକାରଙ୍କ ପ୍ରୟାସ…

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାର, ସମ୍ମାନିତ…

କେନ୍ୟୁଜ୍ (ବ୍ୟୁରୋ): ବଲିଉଡ୍‌ ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆଓ୍ଵାର୍ଡ । ରାଷ୍ଟ୍ରପତି ଭବନରେ ଆଜି ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ମାନ ଗ୍ରହଣ ପରେ ସମର୍ଥନ ପାଇଁ…

ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି, ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଏହା କହିଛନ୍ତି ରାଷ୍ଟ୍ରପତି…

ଭୁବନେଶ୍ବର(କେନ୍ୟୁଜ୍): ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଯୋଗ ଦେଇ ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି । ଏଠାକାର ବହୁ ଛାତ୍ର ଦେଶକୁ ଗୌରବ…

ଆସନ୍ତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ, କମିଶନରେଟ ପୋଲିସ କଲା କାରକେଡ ରିହରସଲ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସର କାରକେଡ ରିହରସଲ । ବିମାନବନ୍ଦରରୁ ରାଜଭବନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପଯ୍ୟର୍ନ୍ତ କାରକେଡ ରିହରସଲ କରିଛି କମିଶନରେଟ ପୋଲିସ । ଏହାର ତଦାରଖ…

ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଧାର୍ଯ୍ୟ ହେଲା ଗସ୍ତ ସୂଚୀ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୭ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଧ୍ୟା ସାଢେ ୭ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିିବେ। ରାଜଭବନରେ ରାତ୍ରିଯାପନ କରିବେ । ୮ ତାରିଖ ସକାଳ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ଯିବେ। ସକାଳ…

ଆସନ୍ତୁ ଜାଣିବା UNGAର ଚାରି ମହିଳା ଅଧ୍ୟକ୍ଷ ସମ୍ପର୍କରେ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘର ୭୪ ତମ ସଂସ୍କରଣରେ ନିଜ ଅଭିଭାଷଣ ଦେଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ପୃଥିବୀ ବହୁ ଆଗେଇଥିଲେ ସୁଦ୍ଧା ଜାତିସଂଘରେ ମହିଳାଙ୍କ ପ୍ରତିନିଧିତ୍ବ ସୀମିତ ହୋଇ ରହିଯାଇଛି । ଜାତିସଂଘ ଗଠନ ହେବାକୁ ୭୪ ବର୍ଷ…