Browsing Tag

president

ଆଜି ଗୋଳାବନ୍ଧ ଆର୍ମୀ ଏୟାର ଡିଫେନ୍‌ସ କଲେଜ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ବ୍ରହ୍ମପୁର(କେନ୍ୟୁଜ୍): ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ବ୍ରହ୍ମପୁର ଗୋଳାବନ୍ଧ ଆର୍ମୀ ଏୟାର ଡିଫେନ୍‌ସ କଲେଜକୁ ଗସ୍ତ କରିବେ । ସକାଳ ସାଢେ ୮ଟାରେ ଡିଫେନ୍‌ସ କଲେଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଡିଫେନ୍‌ସ ସେଣ୍ଟରକୁ କଲର ଆୱାର୍ଡ ପ୍ରଦାନ କରିବାର…

ରାଷ୍ଟ୍ରପତି ଭବନରେ ନବନିଯୁକ୍ତ ୧୬୯ IAS, ପ୍ରଶିକ୍ଷଣର ଅନୁଭୂତି ବାଣ୍ଟିଲେ IAS ଅଫିସର

କେନ୍ୟୁଜ୍ (ବ୍ୟୁରୋ):  ସର୍ବଦା ନେତୃତ୍ୱ ନେବାକୁ ଆଗଭର ହୁଅ । ସମସ୍ତଙ୍କ ପାଇଁ ଜଣେ ଜଣେ ରୋଲ ମଡେଲ ହୁଅ । ନିଜ ଚାକିରୀ କାଳର ଅନୁଭୂତି ବାଣ୍ଟିବା ଅବସରରେ ୨୦୧୭ର IAS ଅଧିକାରୀଙ୍କୁ ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ ବର୍ଷର ପ୍ରଶିକ୍ଷଣ ପରେ ବିଭିନ୍ନ ମନ୍ତ୍ରାଳୟ ଓ…

ବଦଳିଲେ ୫ଟି ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କିଏ ହେଲେ କେଉଁ ରାଜ୍ୟର ରାଜ୍ୟପାଳ

ଭୁବନେଶ୍ବର (କେନ୍ୟୁଜ୍):  ବଦଳିଲେ ପାଞ୍ଚଟି ରାଜ୍ୟର ରାଜ୍ୟପାଳ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଭଗତ ସିଂହ କୋଶିଆରୀଙ୍କୁ ମହାରାଷ୍ଟ୍ର ଓ ବନ୍ଦାରୁ…

ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପୋଲିସ ପଦକ

ମାଓ ମୁକାବିଲା କ୍ଷେତ୍ରରେ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହସିକତା ପୋଲିସ ପଦକ ପ୍ରଦାନ । ୨୦୧୮ ଫେବ୍ରୁଆରି ୮ରେ ରାଉରକେଲାରେ ପିଏଲ୍‌ଏଫ୍‌ଆଇ ପୋଲିସ ମୁହାଁମୁହିଁ ବେଳେ ୨ ଜଣ ନିହତ ହୋଇଥିଲେ । ଏହି ଘଟଣାରେ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ପୋଲିସ ପଦକ ।…

୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ, କାହାକୁ ମିଳିଛି କେଉଁ ଜିଲ୍ଲା?

୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ହୋଇଛନ୍ତି ପ୍ରତାପ ଜେନା । ସେହିପରି ବାଲେଶ୍ୱର ପାଇଁ ଅନନ୍ତ ଦାସ, ଭଦ୍ରକରେ ବ୍ୟୋମକେଶ ରାୟ, ଯାଜପୁରରେ ସମୀର ରଞ୍ଜନ ଦାସ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,…

କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବେ ଯାଜପୁରର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ସ୍ଥାନୀୟ…

ଯାଜପୁର:  ବଡଚଣା ବ୍ଲକ ବାଲିପଡିଆ ଗାଁର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ବୟସ ୯୫ ଛୁଇଁଲାଣି ତଥାପି ସେ ଚଳଚଞ୍ଚଳ, ଏବେ ବି ଦେଶ ମାତୃକାର ସେବା କରିବା ପାଇଁ ମନରେ ଭରି ରହିଛି ଅଦମ୍ୟ ସାହସ । ମାତ୍ର ୧୯ବର୍ଷ ବୟସରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ…

ଏହି ଦେଶର ରାଷ୍ଟ୍ରପତି ୩୫ହଜାର ମହିଳାଙ୍କ ସହ ରଖିଥିଲେ ସମ୍ବନ୍ଧ, ୬୦୦ଥର ହୋଇଥିଲା ହତ୍ୟାର ଚେଷ୍ଟା

କେରେବିଆନ୍ ସାଗର ସ୍ଥିତ ଏକ ଦ୍ବୀପୟ ଦେଶ ହେଉଛି କ୍ୟୁବା। ଯାହାର ପୂର୍ବ ରାଷ୍ଟ୍ରପତିଙ୍କ ବିଷୟରେ ଏହା କୁହାଯାଇଥାଏ କି, ସେ ୮୨ବର୍ଷ ବୟସରେ ୩୫ହଜାର ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ କରିଥିଲେ। ଏହି ଘଟଣାର ଖୁଲାସା ତାଙ୍କ ଉପରେ ବର୍ଣ୍ଣିତ ଏକ ଡକ୍ୟୁମେଣ୍ଟରୀରୁ ହୋଇଥିଲା। ମିଡିଆ ରିପୋର୍ଟରୁ…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତର ନିମନ୍ତ୍ରଣ

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି। ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛି ଭାରତ। ଗତ ଏପ୍ରିଲ ମାସରେ ଏନେଇ ଭାରତ ସରକାର ଟ୍ରମ୍ପଙ୍କ ପାଖକୁ ନିମନ୍ତ୍ରଣ ପଠାଇଛନ୍ତି। ତେବେ ନୂଆଦିଲ୍ଲୀର ଆମନ୍ତ୍ରଣକୁ ହ୍ଵାଇଟ୍…

ରାଷ୍ଟ୍ରପତିଙ୍କ କାରରେ ନଥାଏ ନମ୍ବରପ୍ଲେଟ ! ଜାଣନ୍ତୁ ଏହି କୌତୁହଳ ପ୍ରଶ୍ନର ଉତ୍ତର

ଭାରତରେ ଆପଣଙ୍କୁ ପ୍ରତ୍ଯେକ କାରରେ ନମ୍ବର ପ୍ଲେଟ ଦେଖାଯାଏ,ସାମାନ୍ଯ କେତେକ ଗାଡିକୁ ଛାଡିଦେଲେ । ଭାରତ ସରକାର ଏଥିପାଇଁ ମାନ୍ଯତା ଦେଇଛନ୍ତି । କଣ ଆପଣ ଜାଣନ୍ତି ଏହି କାର କେଉଁ ଲୋକଙ୍କ ପାଖରେ ଅଛି ? ତାହେଲେ ଆସନ୍ତୁ ଜାଣିବା ଏହି କୌତୁହଳ ପ୍ରଶ୍ନର ଉତ୍ତର । ଆପଣଙ୍କ ସୂଚନା ପାଇଁ ଆମେ…