ଜେଲ୍ରେ ବଦଳିଲା ପରିଚୟ, ଇମ୍ରାନ ଖାନ ହେଲେ ‘କଏଦୀ ନମ୍ବର ୮୦୪’; ନିଜେ ଜାରି କଲେ ଭିଡିଓ
ପାକିସ୍ତାନର ଅଟକ୍ ଜେଲ୍ରେ ବନ୍ଦୀ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏବେ ଜେଲ୍ରେ ଇମ୍ରାନଙ୍କ ନାମ ଓ ଠିକଣା ବଦଳି ଯାଇଛି। ଇମ୍ରାନ ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ଭିଡିଓ ଆରମ୍ଭରେ ଏକ ଭଏସ୍ ଓଭର୍ ଆସୁଛି, ଯେଉଁଥିରେ କୁହାଯାଉଛି…