ପ୍ରତିଦିନ କେତେ ମାତ୍ରାରେ ପ୍ରୋଟିନ ଖାଇବା ଉଚିତ୍, ଜାଣନ୍ତୁ
ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହା ଆମ ସମସ୍ତେ ପ୍ରାୟ ଜାଣିଛେ। କିନ୍ତୁ ସୁସ୍ଥ ଶରୀର ପାଇଁ କେବଳ ପୋଷକ ତତ୍ତ୍ୱ ଯୁକ୍ତ ଭୋଜନ କରିବା ଜରୁରୀ ନୁହେଁ ବରଂ ଏହାସହ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ନିହାତି ଜରୁରୀ। ଶରୀରରେ ପ୍ରୋଟିନ ମାଂସପେଶୀ ସହ କୋଶିକାଗୁଡିକର ବିକାଶରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ…