Below header
Browsing Tag

pune

ଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ; ଭୟଙ୍କର ବିସ୍ଫୋରଣରେ ଜଳିଗଲେ ୧୧ ଜଣ ଆତ୍ମୀୟ ସ୍ୱଜନ

ମହାରାଷ୍ଟ୍ରର ପୁଣେରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଶ୍ମଶାନ ଘାଟରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା, ଯାହାଫଳରେ ୧୧ ଜଣ ଲୋକ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲେ। ବିସ୍ଫୋରଣର…

ଗାର୍ଲଫ୍ରେଣ୍ଡ୍‌ ସହ ହୋଟେଲରେ ରହିବାକୁ ସ୍ତ୍ରୀର ଆଧାର କାର୍ଡ ଦେଖାଇଲା ବିବାହିତ ଯୁବକ, ଲୋକେସନ୍‌ ଟ୍ରାକ୍‌ ପରେ…

ମହାରାଷ୍ଟ୍ରର ପୁଣେରେ ଜଣେ ବିବାହିତ ବ୍ୟକ୍ତିଙ୍କୁ ହୋଟେଲ୍‌ରେ ଗାର୍ଲଫ୍ରେଣ୍ଡ ସହ ରହିବା ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣକ ହୋଟେଲରେ ଚେକ୍‌ ଇନ୍‌ ପାଇଁ ନିଜ ପତ୍ନୀଙ୍କ ଆଧାର କାର୍ଡ ବ୍ୟବହାର କରିଥିଲେ। ଏହି କାରଣରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ପତ୍ନୀଙ୍କ ଅଭିଯୋଗ ପରେ ସ୍ୱାମୀ ଓ ତାଙ୍କ…

ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍‌: ୭ ମୃତ, ମୋଦି ଜଣାଇଲେ ଶୋକ

ପୁନେ: ମହାରାଷ୍ଟ୍ର ପୁନେର ୟରବଦା ଶାସ୍ତ୍ରୀ ନଗରରେ ଗୁରୁବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍ ଖସିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ବେଆଇନ ପାର୍କିଂ: ବାଇକ୍‌ ସହ ଚାଳକଙ୍କୁ ବି କ୍ରେନରେ ଉଠାଇ ନେଲା ପୋଲିସ, ଲୋକେ କହିଲେ ଏମିତି କଥା

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କୁ ବି ପୋଲିସ ଉପରେ ରାଗ ଆସିପାରେ। ତେବେ ପ୍ରଥମେ ଭାବି ନିଅନ୍ତୁ କି, ଆପଣ ରାଗିବାକୁ ଚାହୁଁଛନ୍ତି ନା ହସିବାକୁ। ମାମଲାଟି ମହାରାଷ୍ଟ୍ରର ପୁଣେ ସହରର। ଏଠାରେ ଟ୍ରାଫିକ୍‌ ପୋଲିସ ଏକ ଅଜବ…

ପୁନେର ୭୯ ଗାଁରେ ଜିକା ଭାଇରସ୍‌ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

କରୋନା ଭାଇରସ୍‌ ଆତଙ୍କ ଥମିନଥିବା ବେଳେ ଏବେ ମହାରାଷ୍ଟ୍ରକୁ ଘାରିଛି ଜିକା ଭାଇରସ୍‌ ସଙ୍କଟ। ପୁନେ ଜିଲ୍ଲାରେ ଜିକା ଭାଇରସ୍‌ର ପ୍ରଥମ କେସ୍‌ ସାମ୍ନାକୁ ଆସିବା ପରେ ପ୍ରଶାସନ ଆକ୍ସନ୍‌ ମୋଡ୍‌ରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁରେ ଜିକା ଭାଇରସ୍‌ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି।…

ଏହି ଆୟୁର୍ବେଦ ଡାକ୍ତରାଣୀ ଶାଢି ପିନ୍ଧି ଜିମରେ ଦେଖାଇଲେ ନିଜର ଜଲୱା, ଭାଇରଲ ହେଲା କସରତ ଷ୍ଟାଇଲ

ଭାରତୀୟ ନାରୀର ଗହଣା ହେଉଛି ଶାଢି। ଅନେକ ନାରୀ ଏହି ଶାଢି ପିନ୍ଧି ବିଭିନ୍ନ ପ୍ରକାରର କଳା କୌଶଳ ଦେଖାଉଛନ୍ତି। କିଏ ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛି ତ ଆଉ କିଏ ଦୌଡରେ ଭାଗ ନେଉଛି। ସାଧାରଣତଃ ଶାଢିକୁ ସମ୍ଭାଳିବା ବହୁତ ମୁସ୍କିଲ କାମ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରଲ…

ପୁନେରେ ୭ ଦିନିଆ ନାଇଟ କର୍ଫ୍ଯୁ, ଆସନ୍ତାକାଲି ଠାରୁ ବନ୍ଦ ରହିିବ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁନେରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପରେ କଡ଼ା କଟକଣା ଲାଗୁ କରାଯାଇଛି। ଆସନ୍ତା କାଲି ଠାରୁ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ୭ଦିନ ପାଇଁ ବନ୍ଦ ରହିବ। କେବଳ ହୋମ ଡେଲିଭରିକୁ ଅନୁମତି ମିଳିବ। ବିବାହ ଓ ଅନ୍ତେଷ୍ଟି ବ୍ୟତୀତ ଅନ୍ୟ କୌଣସି ପବ୍ଲିକ…

ସାଲାଡ ବିକି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା, ମାତ୍ର ୩ ହଜାର ଟଙ୍କାରେ ଆରମ୍ଭ କରିଥିଲେ କାମ

ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମେ କିଛି ଖାଉ ନଖାଉ ସାଲାଡ ନିଶ୍ଚିତ ଖାଇଥାଉ। ଆଜିର ସମୟରେ ସମସ୍ତେ ଫିଟ୍‌ ରହିବା ପାଇଁ ଆପଣାଉଛନ୍ତି ଅନେକ ଉପାୟ। ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ କିଏ ଯୋଗ, ବ୍ୟାୟମ କରୁଛି ତ ଆଉ କିଏ ଜିମରେ ଝାଳ ବୁହାଉଛି। ଏସବୁ ବ୍ୟତୀତ ଫିଟ୍‌ନେସ୍‌ ରହିବା ପାଇଁ…

କୁକୁର ଗିଳିଦେଲା ଦେଢ ଲକ୍ଷର ହୀରା, ଅପରେସନ୍‌ରୁ ବାହାରିଲା ଏମିତି ଜିନିଷ ଯାହାକୁ ଦେଖି ଡାକ୍ତର କରି ପାରିଲେନି…

ହୀରା ପ୍ରତି ସମସ୍ତଙ୍କ ମନରେ ସଉକ ରହିଥାଏ। କିନ୍ତୁ ସାଧାରଣ ଲୋକର ଏହାକୁ କିଣିବାର ସାମର୍ଥ୍ୟ ନଥାଏ। ତେବେ ଥରେ ଭାବନ୍ତୁ ତ ଆପଣ ବହୁତ କଷ୍ଟ କରି ଘରକୁ ହୀରା କିଣି ଆଣିଥିବେ, ଆଉ ଏହି ହୀରାକୁ ଆପଣଙ୍କ ଘରେ ଥିବା ପୋଷା କୁକୁର ଗିଳି ଦେବ। ଏପରି ପରିସ୍ଥିତିରେ ଆପଣ କ’ଣ କରିବେ? ବାସ୍ତବରେ…

ଅବୁଝା ପ୍ରେମ,  ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମିକାକୁ ଆଇସିୟୁରେ ବିବାହ କଲେ ପ୍ରେମିକ

ପୁଣେ: ପ୍ରେମ କେତେବେଳେ ଅବୁଝା ତ ପୁଣି କେତେବେଳେ  ନୀରିହ।  ପ୍ରେମକୁ ନେଇ ଅନେକ ଫିଲ୍ମୀ ଓ ସଙ୍ଗୀତ  ମଧ୍ୟ  ତିଆରି ହୋଇଛି। ଯାହାକୁ ଆଜିର ଯୁବପିଢି ବିଶେଷ ଭାବରେ ଅନୁକରଣ  କରାଚାଲିଛନ୍ତି। ଏମିତି ଏକ ଫିଲ୍ମୀର କାହାଣୀ ଭଳି ଘଟଣା ଘଟଛି ପୁଣେ ସହରରେ । ସୁରଜ ନାଲୱାଡେ ଜଣେ ଯୁବକ ଜଣେ…

ଅଭିନବ ଢଙ୍ଗରେ ସ୍ୱଚ୍ଛତାର ପରିଭାଷା ବୁଝାଇ ଚର୍ଚ୍ଚାରେ ଝାଡ଼ୁଦାର, ଶୁଣନ୍ତୁ ତାଙ୍କ ସଚେତନତା ଗୀତ

ସ୍ୱଚ୍ଛ ଭାରତ ଅଭିଯାନକୁ ସାରା ଦେଶରେ କଡ଼ାକଡ଼ି ଲାଗୁ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। କେବଳ ସାଧାରଣ ଲୋକେ ନୁହେଁ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ହାତରେ ଝାଡ଼ୁ ଖଣ୍ଡେ ଧରି ଆଖ ପାଖ ଅଞ୍ଚଳକୁ ସଫା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏସବୁ…

ବିବାହରେ ବାଧା ଏବଂ ନିସନ୍ତାନ ଅଛନ୍ତି କି ? ବୁଲି ଆସନ୍ତୁ ଏହି ମନ୍ଦିରରେ ପୂର୍ଣ୍ଣ କରନ୍ତୁ ଆପଣଙ୍କ ମନୋସ୍କାମନା

ଆମ ଦେଶରେ ଅନେକ ଚମତ୍କାରୀ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ମାନ୍ୟତା ରହିଛି। ଏଭଳି ଏକ ସ୍ୱତନ୍ତ୍ର ମନ୍ଦିର ପୁନେରେ ରହିଛି ଯେଉଁଠି ଶ୍ରଦ୍ଧାଳୁ ନିଜର ଭକ୍ତିକୁ ସାବ୍ୟସ୍ତ କରିବା ପାଇଁ ନିଜ ଦାନ୍ତରେ ୪୨ କିଲୋ ଓଜନର ଖଣ୍ଡାକୁ ଉଠାଇଥାନ୍ତି। ଏହି ମନ୍ଦିରର ନାମ ଖଣ୍ଡୋବା ମନ୍ଦିର। ଏଠାରେ…