ତୃତୀୟ ଥର ବାପା ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ଖୁସିର ଲହରୀ । ସିଏମ୍ଙ୍କ ପତ୍ନୀ ଗୁରପ୍ରୀତ କୌର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ‘X’ରେ ତାଙ୍କ ଝିଅର ପ୍ରଥମ ଝଲକ୍ ମଧ୍ୟ ଦେଖାଇଛନ୍ତି । ସେ କହିଛନ୍ତି ଯେ 'ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି' ।
ସୋସିଆଲ ମିଡିଆରେ…