Browsing Tag

puri jagannath

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ

ପୁରୀ(କେନ୍ୟୁଜ୍‌): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନ ୧ଟା ୩୦ରେ ବିମାନ ବିଜେ, ୨ଟାରେ ବିମାନ ଉଠିବା ନୀତି ନିର୍ଘଣ୍ଟ ହୋଇଛି। ପାରମ୍ପରିକ ବାଦ୍ୟ ତଥା ଭଜନ, କୀର୍ତ୍ତନ ପଟୁଆାରରେ ମଦନମୋହନ, ରାମକୃଷ୍ଷ, ଭୂଦେବୀ,…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଛି ସବୁଜ ସଂକେତ

ପୁରୀ(କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଛି ସବୁଜ ସଂକେତ । ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଏନେଇ ଜିଲ୍ଲାପ୍ରଶାସନକୁ ଚିଠି ଲେଖିଛି । ଏହାସହ ଭକ୍ତଙ୍କ ପାଇଁ କ୍ଲକ୍‌ ରୁମ, ଟଏଲେଟ ଭଳି…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍‌ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ।…

ଆଜିଠୁ ଶ୍ରାୀମନ୍ଦିରରେ ଆରମ୍ଭ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜିଠୁ ଶ୍ରାୀମନ୍ଦିରରେ ଦେବ ଦୀପାବଳୀ ଆରମ୍ଭ । ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ନୀତି ଆରମ୍ଭ ହେବ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିିନିଦିନ ଧରି ଏହି ନୀତି ଚାଲିବ । ଏ ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ…

ବଡ ଠାକୁରଙ୍କ ଦେଖି ଭାବବିହ୍ଵଳ ଭକ୍ତ: ଆଜିଠୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ପୁରୀ(କେନ୍ଯୁଜ୍): ବଡ ଠାକୁରଙ୍କ ଦେଖି ଭାବବିହ୍ଵଳ ଭକ୍ତ । ଆଜିଠୁ ଦୁଇଦିନ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଯେକୌଣସି ଦ୍ୱାର ଦେଇ ସେମାନେ ମନ୍ଦିରରେ ପ୍ରବେଶ କରିପାରିବେ । ମନ୍ଦିର ପ୍ରଶାସନ ଦେଇଥିବା ହେଲଥ୍‌ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ…

ଆସନ୍ତାକାଲିଠୁ ଖୋଲିବ ପୁରୀ ଶ୍ରୀମନ୍ଦିର, ପ୍ରଶାସନ ପକ୍ଷରୁ ଜାରି ହେଲା SOP

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ…

ଆଜିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ବିନା ମାସ୍କରେ ଦେଉଳ ପ୍ରବେଶ ମନା

ପୁରୀ: ଆଜିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ । ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୁରୀବାସୀଙ୍କ ପାଇଁ ସକାଳ ୬…

ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ପୂର୍ବରୁ…

ଆଜି ଶ୍ରୀମନ୍ଦିରରେ କୃଷ୍ଣବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ୪ ଦିନ ଧରି ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ହେବ…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବ । ୪ ଦିନ ଧରି ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଶେଷ ଦିନ । ପରମ୍ପରା ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି କୃଷ୍ଣ ବଳରାମ ବେଶରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଇଥାଏ ।…

ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦକୁ ଅସମ୍ମାନ: ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ପଡ଼ିଛି ବିଛେଇ ହୋଇ

ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ। ପୁରୀ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ମହାପ୍ରସାଦ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସଂଖ୍ୟାରେ ତାଳପତ୍ର ଭୋଗେଇରେ ଥିବା ଶୁଖିଲା ମହାପ୍ରସାଦ ଏଣେତେଣେ ବିଛେଇ ହୋଇପଡ଼ିଛି। ଶ୍ରୀମନ୍ଦିର ରୋଷଶାଳା ନିକଟରୁ…

ଆଜି ହରିଶୟନ ଏକାଦଶୀ: ୪ ମାସ ଧରି ଚାଲିବ ମହାପ୍ରଭୁଙ୍କ ଶୟନଯାତ୍ରା, ଏହି ସମୟରେ ନିଷିଦ୍ଧ ରହିବ ସମସ୍ତ ମାଙ୍ଗଳିକ…

ପୁରୀ: ଆଜି ହରିଶୟନ ଏକାଦଶୀ । ଆଜିଠାରୁ ମହାପ୍ରଭୁଙ୍କ ଶୟନଯାତ୍ରା ୪ ମାସ ଧରି ଚାଲିବ । ଏହି ସମୟରେ ମହାପ୍ରଭୁ ନିଦ୍ରା ଯାଇ କାର୍ତ୍ତିକ ବଡ଼ ଏକାଦଶୀ ତିଥିରେ ଉଠିବେ । ସନାତନ ଧର୍ମରେ ଏହି ସମୟ ୪ ମାସରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଥାଏ । ସାଧାରଣତଃ ଆଷାଢ ଶୁକ୍ଳ ଏକାଦଶୀଠାରୁ…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଦେବାଦେବୀଙ୍କ ସମେତ ଚଣ୍ଡୀ, ଚାମୁଣ୍ଡାଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ ଏହି ପଣା

ପୁରୀ: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସଂପନ୍ନ ହେବ । ପ୍ରତ୍ୟେକ ରଥରେ ୩ଟି ଲେଖାଏଁ ରଥର ଚୁମ୍ବିତ ମାଟି ହାଣ୍ଡିରେ ପଣା ଭୋଗ କରାଯିବ। ପରେ ଏହି ଭୋଗ ହୋଇଥିବା ପଣାର ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବ। ମହାପ୍ରଭୁଙ୍କୁ ପଣା ଲାଗି…