Browsing Tag

puri servitor

ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କ ନାଁରେ ଏତଲା ଦେଲେ ଲୋକନାଥ ମନ୍ଦିର ସେବାୟତ ନିଯୋଗ ସମ୍ପାଦକ

ପୁରୀ(କେନ୍ୟୁଜ୍):  ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କ ନାଁରେ ବାସେଳୀ ସାହି ଥାନାରେ ଏତଲା । ଲୋକନାଥ ମନ୍ଦିର ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ପକ୍ଷରୁ ଏତଲା। ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସୋସିଆଲ ମିଡିଆରେ ଶ୍ରୀଲୋକନାଥ ମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ସେବାୟତ ମଧ୍ୟରେ ଫାଟ…

ପୁରୀ: ୬୪ଜଣ ରଥ ନିର୍ମାଣ କରୁଥିବା ବିଶ୍ବକର୍ମାଙ୍କୁ ସମ୍ବର୍ଦ୍ଧନା: କଳାକାରର ମାନ୍ୟତା ଦେବାକୁ ଆରମ୍ଭ ହେଲା ଉଦ୍ୟମ

ପୁରୀ(କେନ୍ୟୁଜ୍): ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କରୁଥିବା ସେବାୟତଙ୍କୁ ସମ୍ବର୍ଦ୍ଧନା। ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ପୁରୀ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ବିଶ୍ୱକର୍ମା ଉତ୍ସବରେ ୬୪ଜଣ ରଥ ସେବକଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ…

ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ । ପ୍ରାୟ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୁରୀରୁ ଆସିଛନ୍ତି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସବୁ ବର୍ଗର ସେବାୟତ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକର ଗୁରୁତ୍ୱ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିଚାଳନା କମିଟିର ନିଷ୍ପତ୍ତି

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି । ପରିଚାଳନା ପାଇଁ ଗଠନ ହେଲା ଆଠୋଟି ସବ୍‌ କମିଟି । ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହେବ ଗୁରୁକୁଳ ସ୍କୁଲ । ଆର୍ଥିକ ଅନଗ୍ରସର ୪ ଶହ ସେବାୟତ ପରିବାରକୁ ଜମି ଯୋଗାଇଦିଆଯିବ । ଘର ନିର୍ମାଣ ପାଇଁ…

ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଅଘଟଣ: ଉଗ୍ର ନୃସିଂହ ମନ୍ଦିରରୁ ଖସିଲା ହିରଣ୍ୟକଶ୍ୟପ ମୂର୍ତ୍ତି,ସେବାୟତ ଗୁରୁତର

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ଅଘଟଣ। ବେଢାରେ ଖସିଲ ପଥର ମୂର୍ତ୍ତି । ଉଗ୍ର ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପ ମୂର୍ତ୍ତି ଜଣେ ସେବାୟତଙ୍କ ଉପରେ ପଡିବାରୁ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ପ୍ରଥମେ ପୁରୀ ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସେବାୟତ କୁନୁ…

ସେବାୟତ ପରିବାରଙ୍କ ମଧ୍ୟରେ ଶ୍ରୀମନ୍ଦିରକୁ ପଶିଗଲେ ଅଣ ସେବାୟତ ପରିବାରର ଦୁଇ ଯୁବତୀ, ବାହାରକୁ ଆଣିଲେ ସୁରକ୍ଷା କର୍ମୀ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଉଲ୍ଲଙ୍ଘନ କରି ଦୁଇ ଯୁବତୀ ଓ ମହିଳାଙ୍କ ପ୍ରବେଶ ଉଦ୍ୟମ। ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଏହି ତିନିଜଣ ଶ୍ରୀମନ୍ଦିରକୁ ପଶିବାକୁ ଉଦ୍ୟମ କରିଥିଲେ। ବାଇଶିପାହାଚରେ ସୁରକ୍ଷା କର୍ମୀ ସେମାନଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ବାହାରକୁ…

ସେବାୟତଙ୍କୁ ଛୁଇଁ ପାରିଲାନି କରୋନା, ରଥଯାତ୍ରାରେ ସାମିଲ ଥିବା ୨ ଜଣଙ୍କୁ ଛାଡି ସମସ୍ତଙ୍କ ରିପୋର୍ଟ ଆସିଲା ନେଗେଟିଭ

ପୁରୀ(କେନ୍ୟୁଜ୍):  କାଳିଆ ଦେଇଥିଲା ଅଭୟ ବର। ନାହିଁ ହଁ ଭିତରେ ହୋଇଥିବା ରଥଯାତ୍ରାରେ ସମସ୍ତଙ୍କ ଭୟ ଥିଲା କରୋନା ସଂକ୍ରମଣର । କିନ୍ତୁ ବଡଠାକୁର ଚମତ୍କାରିତା  ସହ ସବୁକିଛି ସୁରଖୁରରେ ସମାପନ କରାଇଥିଲେ। ଏହା  ପରେ କିନ୍ତୁ ସୁପ୍ରିମକେର୍ଟକୁ ସବୁ ସେବାୟତଙ୍କ ରିପୋର୍ଟ ନେଗେଟିଭ ରିପୋର୍ଟ…