ସିଦ୍ଧାର୍ଥଙ୍କ ପରେ ଏବେ ରାଘବଙ୍କୁ ଡେଟ୍ କରୁଛନ୍ତି ଶେହଜାନ୍, ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ
ପୁଣିଥରେ ମନୋରଞ୍ଜନ ଦୁନିଆରେ ଟ୍ରେଣ୍ଡରେ ଅଛନ୍ତି ଶେହଜାନ୍ ଗିଲ୍। ସିଦ୍ଧାର୍ଥ ଯିବା ପରେ ସେ ଧିରେ ଧିରେ କାମକୁ ଫେରିଥିଲେ। ହେଲେ ବର୍ତ୍ତମାନ ଶେହନାଜ୍ଙ୍କୁ ନେଇ ଏମିତି ଖବର ଆସିଛି । ଯାହା ସବୁଆଡେ ଆଲୋଚନାର ବିଷୟ ପାଲଟିଛି । କୁହାଯାଉଛି କି ଶେହନାଜ ପ୍ରେମରେ ପଡିଛନ୍ତି। ତାଙ୍କ…