ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ରାଉରକେଲାରେ ଆଜି କରିବେ ପଦଯାତ୍ରା
ରାଉରକେଲା (କେନ୍ୟୁଜ): ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ଆଜି ଗସ୍ତର ଦ୍ବିତୀୟ ଦିନ । ଆଜି ରାଉରକେଲାରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବେଦବ୍ୟାସ ମନ୍ଦିରରେ ଦର୍ଶନ ସହ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି । ଉଦିତନଗରରୁ ପାନପୋଷ ଛକ…