Browsing Tag

rahul gandhi

ଗାନ୍ଧି ପରବାର ଘରକୁ ଆସିଲା କୁନି ଅତିଥି ‘ନୁରି’, ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ସୁନ୍ଦର ଉପହାର

ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ବ୍ରିଡ୍‌ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ ସୋନିଆ ଗାନ୍ଧି ବହୁତ ଖୁସି ହୋଇଛନ୍ତି। କୁକୁର ଛୁଆର ନାମ…

ରାହୁଲଙ୍କ ଭବିଷ୍ୟବାଣୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଜିତିବ କଂଗ୍ରେସ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଜିତିବ କଂଗ୍ରେସ । ରାଜସ୍ଥାନରେ ବି ଜିତିବ, କିନ୍ତୁ ଏଠି କଡ଼ା ମୁକାବିଲ ହେବ। ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟବାଣୀ ଶୁଣାଇଛନ୍ତି। କହିଛନ୍ତି, ୨୦୨୪ରେ ବିଜେପିକୁ ସରପ୍ରାଇଜ ମିଳିବ । ବିରୋଧୀ ଦଳ ଦେଶର ୬୦ ପ୍ରତିଶତ…

କୁଲି ହେଲେ ରାହୁଲ ଗାନ୍ଧି, ହାତରେ ବ୍ୟାଜ୍‌ ଏବଂ ନାଲି ସାର୍ଟ ପିନ୍ଧି କୁଲିଙ୍କ ମେଳରେ ଆସିଲେ ନଜର

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କୁଲି ଡ୍ରେସ ପିନ୍ଧି ଆଟାଜି ବୋହିଛନ୍ତି । ଆଜି ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନ ପହଞ୍ଚି କୁଲିଙ୍କୁ ସେମାନଙ୍କ ସମସ୍ୟା ବୁଝିଥିଲେ । କେବଳ ଏତିକି ନୁହେଁ ସେମାନଙ୍କ ୟୁନିଫର୍ମ ପିନ୍ଧି ଆଟାଚି ବୋହିଥିଲେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା! କଂଗ୍ରେସ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

(କେନ୍ୟୁଜ): ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ଧାର୍ଯ୍ୟ ହେବ। ଦିଲ୍ଲୀରେ ୫ ଜଣ ବିଧାୟକ…

ପୁରୁଣା ବାସଭବନକୁ ଯିବାକୁ ଚାହୁଁ ନାହାନ୍ତି ରାହୁଲ ଗାନ୍ଧି, ହାଉସିଂ କମିଟିକୁ ଚିଠି ଲେଖି ଜଣାଇଲେ

କଂଗ୍ରେସ ନେତା ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଫେରିବା ପରେ ତାଙ୍କୁ ତାଙ୍କର ପୁରୁଣା ବାସଭବନ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏବେ ଖବର ରହିଛି ଯେ ରାହୁଲ ଗାନ୍ଧି ନିଜେ ୧୨ ତୁଗଲକ୍‌ ଲେନ୍‌ସ୍ଥିତ ଏହି ବଙ୍ଗଳାକୁ ଶିଫ୍ଟ ହେବାକୁ ଚାହୁଁ ନାହାନ୍ତି। ଏ ନେଇ ସେ ହାଉସିଂ…

ରାହୁଲ ଗାନ୍ଧିଙ୍କ ବଡ଼ ବୟାନ, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ

ଲଦାଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବଡ଼ ବୟାନ । ସୀମା ବିବାଦକୁ ନେଇ ପୁଣି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ । ଲଦାଖର ସ୍ଥାନୀୟ ଲୋକ ତାଂକୁ ଏନେଇ…

ଲଦାଖରେ ୧୨୪୭୦ ଫୁଟ ଉପରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ ଗାନ୍ଧି

ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ୭୯ତମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ଲଦାଖର ୧୪,୨୭୦ ଫୁଟ୍ ଉଚ୍ଚରେ ପୋଙ୍ଗାଙ୍ଗ ସୁ କୂଳରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାହୁଲ ଗାନ୍ଧି । ଏହି ଅବସରରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାହୁଲ…

ବାଇକରେ ପାଙ୍ଗଙ୍ଗ ଲେକ ଗଲେ ରାହୁଳ ଗାନ୍ଧି, ପାଳନ କରିବେ ବାପା ରାଜୀବ ଗାନ୍ଧିଙ୍କ ଜୟନ୍ତୀ

ରାହୁଳଙ୍କ ପଦଯାତ୍ରା ହେଉ ବା ବିଦେଶ ଗସ୍ତ । ସର୍ବଦା କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଳ ଗାନ୍ଧି । ଏଥର ବି ସେମିତି ତାଙ୍କର ଲଦାଖ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଲଦାଖରୁ ରାହୁଳ ଆରମ୍ଭ କରିଛନ୍ତି ତାଙ୍କର ବାଇକ ଯାତ୍ରା ।…

ରାହୁଲ ଗାନ୍ଧି ଆମେଠିରୁ ଲଢ଼ିବେ ଲୋକସଭା ନିର୍ବାଚନ, ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ। ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଘୋଷଣା…

ସଂସଦରେ ଫ୍ଲାଇଂ କିସ୍‌ ଦେଲେ ରାହୁଲ ଗାନ୍ଧି, ବାଚସ୍ପତିଙ୍କୁ ଅଭିଯୋଗ କଲେ ମହିଳା ସାଂସଦ ଦଳ

ଫ୍ଲାଇଂ କିସ୍‌ ଦେଇଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ନିଜ ଭାଷଣ ଶେଷ କରି ସଂସଦରୁ ବାହାରିବା ସମୟରେ ରାହୁଲ ଗାନ୍ଧି ମହିଳା ସାଂସଦମାନଙ୍କୁ ଲକ୍ଷ୍ୟ କରି ଫ୍ଲାଇଂ କିସ୍‌…

ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ପୁଣି ଫେରି ପାଇଲେ ରାହୁଲ ଗାନ୍ଧି, କହିଲେ, ‘ପୂରା ହିନ୍ଦୁସ୍ତାନ ମୋ ଘର…’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ମିଳିଛି ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ ରାହୁଲ ୧୨ ତୁଗଲକ୍‌ ଲେନ୍‌ରେ ଥିବା ତାଙ୍କ ପୁରୁଣା ବଙ୍ଗଳାକୁ ଶିଫ୍ଟ ହୋଇଯିବେ। ମୋଦି ସାଙ୍ଗିଆ ମାମଲାରେ ୨ ବର୍ଷର ଦଣ୍ଡାଦେଶ ପରେ ଏପ୍ରିଲ ୨୨ରେ ତାଙ୍କୁ…

ରାହୁଲ ଗାନ୍ଧିଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି ଶର୍ଲିନ୍‌ ଚୋପ୍ରା, ରଖିଲେ ଏହି ସର୍ତ୍ତ

ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ଏବେ ଚର୍ଚ୍ଚାରେ। ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହଠାତ୍‌ ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି। ପ୍ରକୃତରେ, ଶର୍ଲିନ ଚୋପ୍ରା କଂଗ୍ରେସ…