ରେଳ ଯାତ୍ରୀଙ୍କୁ ଲାଗିଲା ଝଟକା; ୩ଗୁଣା ବଢ଼ିଲା ପ୍ଲାଟ୍ଫର୍ମ ଟିକେଟ୍ ମୂଲ୍ୟ
ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର । ପାର୍ବଣ ଋତୁରେ ଭାରତୀୟ ରେଳବାଇ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ତିନି ଗୁଣ ବୃଦ୍ଧି କରି ଯାତ୍ରୀଙ୍କୁ ଝଟାକା ଦେଇଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରମୁଖ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କୁ ଅଧିକ ୩ ଗୁଣା ଟଙ୍କା ଦେଇ…