ଶ୍ୱାସରୁଦ୍ଧରୁ ମୃତ୍ୟୁ, ବେକରେ ରହିଛି କ୍ଷତ ଚିହ୍ନ: ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ୱର(କେନ୍ୟୁଜ): ଶ୍ୱାସରୁଦ୍ଧରୁ ରାଇମୋହନଙ୍କ ମୃତ୍ୟୁ। କମିଶନରେଟ୍ ପୋଲିସର ହସ୍ତଗତ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗଳାରେ ରସି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ତାଙ୍କ…