ଆଜି ସନ୍ଧ୍ୟା ଠାରୁ ବଢିବ ବର୍ଷା ପରିମାଣ, ୨୦ ତାରିଖ ପର୍ଯ୍ୟନ୍ତ ରହିବ ପ୍ରଭାବ
କେନ୍ୟୁଜ୍(ବ୍ୟୁରୋ): ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ, ମିଆଁମାର ଓ ବାଂଲାଦେଶ ଉପକୂଳରେ ସକ୍ରିୟ ହୋଇଛି ।ଆଗାମୀ ୧୨ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗାମୀ ୨୪ଘଣ୍ଟା…