Browsing Tag

rain update

ପାଗରେ ପରିବର୍ତ୍ତନ: ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ପାଗରେ ପରିବର୍ତ୍ତନ । ଉପକୂଳ ଓଡ଼ିଶାରେ ବଦଳିଲା ପାଣିପାଗ । ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି । ଆଜି ୮ ଜିଲ୍ଲା ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି,…

ପଶ୍ଚିମା ଝଡ଼ ପ୍ରଭାବ : ପବନ-ଘଡ଼ଘଡ଼ି ସହ ଆଜିବି ପ୍ରବଳ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି । ଗତ ଦୁଇ ଦିନ ହବେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଚାଲିଛି । ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେଉଛି । ପ୍ରବଳ ବେଗରେ ବହୁଛି ପବନ । ଆଜି ଉପକୂଳ ଓଡ଼ିଶାର ବିଭିନ୍ନ…

ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୫ରେ ନେବ ଲଘୁଚାପର ରୂପ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ। ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ, ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା…

ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍): ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୭ଟି…

ଆଜି ସନ୍ଧ୍ୟା ଠାରୁ ବଢିବ ବର୍ଷା ପରିମାଣ, ୨୦ ତାରିଖ ପର୍ଯ୍ୟନ୍ତ ରହିବ ପ୍ରଭାବ

କେନ୍ୟୁଜ୍(ବ୍ୟୁରୋ): ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ  ପୂର୍ବ କେନ୍ଦ୍ରୀୟ, ମିଆଁମାର ଓ ବାଂଲାଦେଶ ଉପକୂଳରେ ସକ୍ରିୟ ହୋଇଛି ।ଆଗାମୀ ୧୨  ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗାମୀ ୨୪ଘଣ୍ଟା…

କାଲିଠାରୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ୭ରେ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ୭ରେ ଲଘୁଚାପ। ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୭ ଏବଂ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ବର୍ଷାରେ…

୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ପାଗ ଶୁଖିଲା ରହିବ । ୨୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ…

୪୮ ଘଣ୍ଟାରେ ଭିଜିବ ସାରା ଓଡିଶା, ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୪୮ ଘଣ୍ଟାରେ ଭିଜିବ ସାରା ଓଡିଶା। ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣରୁ ଉପକୂଳ ପୁଣି ପଶ୍ଚିମ ଓଡ଼ିଶାରେ ଅବିରତ ବର୍ଷା ହେବ । ଆଜି…