ଦରଦାମ୍ ବୃଦ୍ଧି ଯୋଗୁ ଚିନ୍ତାରେ ଥିଲେ ଆପଣାନ୍ତୁ କିଛି ସହଜ ଉପାୟ, କମିଯିବ ଅନେକ ଖର୍ଚ୍ଚ
ବର୍ତ୍ତମାନ ଦେଶରେ ଯେଭଳି ଭାବେ ବେକାରୀ ଓ ଦରଦାମ୍ ବୃଦ୍ଧି ହେଉଛି ତାହା ଯେ ଆଉ ନିୟନ୍ତ୍ରଣ ହୋଇପାରିବ ନାହିଁ, ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏ ସମସ୍ୟାର ସମାଧାନ ଆଦୌ ସହଜ ନୁହେଁ କି ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ କିଛିଟା ନିୟନ୍ତ୍ରଣ କରିବାର କ୍ଷମତା ବି କାହା ପାଖରେ ନାହିଁ। ଗ୍ରାମ୍ୟ…