ବର୍ଷକ ପରେ ଅଶ୍ଳୀଳ ଭିଡିଓ ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ର, କହିଲେ ଯଦି ସବୁ କଥା ଜାଣିନ ତେବେ ଚୁପ୍ ରୁହ
ମୁମ୍ବାଇ(କେନ୍ୟୁଜ ବ୍ୟୁରୋ): ଗତ ବର୍ଷ ବଲିଉଡର ପପୁଲାର୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବହୁତ ଖରାପ ସମୟ ଚାଲିଥିଲା। ନିଜ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ବହୁତ ଲଜ୍ଜିତ ହେବାକୁ ପଡ଼ିଥିଲା ତାଙ୍କୁ। କିଛି ଦିନ ପରେ ଶିଳ୍ପା ନିଜକୁ ଦମ୍ଭ କରି ପୁଣି ଦୁନିଆ ସାମ୍ନାକୁ…