Below header
Browsing Tag

Ramesh swain

ଭୁବନେଶ୍ୱର କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାରସିଟି ଦାଖଲ କଲା ମହିଳା ଥାନା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣାକୁ ନେଇ ଭୁବନେଶ୍ୱର କୋର୍ଟରେ ରମେଶ ସ୍ୱାଇଁର ଚାରସିଟି ଦାଖଲ କଲା ମହିଳା ଥାନା ପୋଲିସ । ୯୪୦ ପୃଷ୍ଠାର ଚାରସିଟି ଦାଖଲ କରିଛି ପୋଲିସ। ଚାରସିଟି ରେ ୧୦୫ ଜଣ ସାକ୍ଷୀ ରହିଥିବା ନେଇ ସୂଚନା ମିଳିଛି। ଏହି ଚାରସିଟି ରେ ରମେଶ…

ଏଇ ପ୍ରକୃତ ସ୍ତ୍ରୀ ନକଲି ଡାକ୍ତର ରମେଶକୁ ଦେଉଥିଲା ସବୁ ବୁଦ୍ଧି, ମାଷ୍ଟର ମାଇଣ୍ଡ କମଳାକୁ ଝାଡ଼ଖଣ୍ଡରୁ ଗିରଫ କଲା…

କେନ୍ୟୁଜ୍: ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ…

ଧୂର୍ତ୍ତ ରମେଶ ସ୍ୱାଇଁର ଡ୍ରାଇଭର ଗିରଫ: ଜେରା ବେଳେ ପିଙ୍କ୍‌ ଟିମକୁ ଦେଇଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଗିରଫ। ଡ୍ରାଇଭର ଚିତ୍ତରଂଜନ ପଟ୍ଟନାୟକକୁ ଘରୁ ଉଠାଇ ଆଣି ପଚରାଉଚରା କରିବା ପରେ କମିଶନରେଟ ପୋଲିସ ଗିରଫ କରିଛି । ଗୁଡ଼େଇତୁଡ଼େଇ ଜେରା ବେଳେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍‌ ଟିମକୁ କିଛି ତଥ୍ୟ ଦେଇଛି । ରମେଶ କିପରି…

ବାକିରେ ଚାଲିଥିଲା ମହାଠକ ରମେଶ ସ୍ବାଇଁର ସବୁ ବ୍ୟବସାୟ, ମୁହଁ ଖୋଲିଲେ କେୟାରଟେକର

କେନ୍ୟୁଜ୍(ବ୍ୟୁରୋ): ଦିନ ଗଡୁଛି । ସାମ୍ନାକୁ ଆସୁଛି ନକଲି ଡାକ୍ତରର ନୂଆ ନୂଆ କାରନାମା । ମୁହଁ ଖୋଲିଲେ ଧୂର୍ତ୍ତ ରମେଶ ସ୍ୱାଇଁର କେୟାରଟେକର ନୃସିଂହ ରାଉତ । ବାକିରେ ସବୁ ବ୍ୟବସାୟ ଚାଲିଥିଲା । ୧୦ ବର୍ଷ ହେଲା କାମାକ୍ଷାନଗରରେ କ୍ଲିନିକ ଖୋଲି ଡାକ୍ତର ସାଜିଥିଲା ମହାଠକ ରମେଶ । ବନିଥିଲା…

ନକଲି ଡାକ୍ତର କ୍ଲିନିକରେ ଗୁପ୍ତ କୋଠରୀ: ଅଙ୍ଗ ତସ୍କରି ନେଇ ଆସିଥିବା ଅଭିଯୋଗର ସତ୍ୟତା କେତେ ?

ଭୁବନେଶ୍ବର(କେନ୍ୟୁଜ୍):ନକଲି ଡାକ୍ତରକୁ ଗୁଡ଼େଇତୁଡ଼େଇ ଜେରା । ମିଳୁଛି ନୂଆ ନୂଆ ତଥ୍ୟ । ଢେଙ୍କାନାଳ କାମାକ୍ଷାନଗରରେ ଥିବା ଅଭିଯୁକ୍ତ ରମେଶ ସ୍ୱାଇଁର କ୍ଲିନିକ ଓ ଫାର୍ମ ହାଉସରେ କମିଶନରେଟ ପୋଲିସ ସ୍ୱତନ୍ତ୍ର ଟିମର ରେଡ । କ୍ଲିନିକରେ ଗୁପ୍ତ କୋଠରୀର ସନ୍ଧାନ । ଗୁପ୍ତ କୋଠରୀରେ ଖାନତଲାସୀ…

ଠକ ଡାକ୍ତର ଠକାମୀର ଆଉ ଏକ ଫର୍ଦ୍ଦ: ଗୌହାଟୀର ସରକାରୀ ଡାକ୍ତରାଣୀଙ୍କୁ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୂନ

କେନ୍ୟୁଜ୍(ବ୍ୟୁରୋ): ନକଲି ଡାକ୍ତରର ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ । ଗୌହାଟୀର ଜଣେ ସରକାରୀ ଡାକ୍ତରାଣୀଙ୍କୁ ଧୂର୍ତ୍ତ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୁନ । ଗୌହଟୀରେ ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନା ରେ ଅଭିଯୋଗ କରିଛନ୍ତି ମହିଳା । ୨୦୨୧ ମେରେ କରୋନା…