Browsing Tag

rape allegation

ମଦ କରିଦେଲା ଅନ୍ଧ, ମଦ ନିଶାରେ ନିଜ ଝିଅ ଏବଂ ସ୍ତ୍ରୀକୁ ପର ହାତରେ ଟେକି ଦେଲା ବାପା

କେନ୍ୟୁଜ୍(ବ୍ୟୁରୋ): ବାପର ପାପ । ମଦ ନିଶାରେ ନିଜ ଝିଅ ଏବଂ ସ୍ତ୍ରୀକୁ ପର ହାତରେ ଟେକି ଦେଲା ବାପା । ବାଲେଶ୍ୱର ଜିଲ୍ଲା ମେଡିକାଲ୍‌ ଭିତରେ ଏହି ଘଟଣାଟି ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଚିକିତ୍ସାଳୟ ମେଡିସିନ୍‌ ଓ୍ଵାର୍ଡରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ମାଆ ଝିଅ ।…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି : ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। ମାଲକାନଗିରି ଜିଲ୍ଲା ମୋଟୁ ଥାନାର ଏମପିଭି-୮୧ ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ପାଠ ପଢାଇବା ନାଁରେ ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଘରକୁ ଡାକି ଦୁଇଦିନ ଧରି ଦୁଷ୍କର୍ମ…

ମୟୂରଭଞ୍ଜ : ନାବାଳିକା ଝିଆରୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସଂପର୍କୀୟ କକା ଗିରଫ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜାଜନକ ଘଟଣା। ନାବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ସଂପର୍କୀୟ କକା ଗିରଫ। ତିରିଂ ଥାନା ଝରାଡ଼ିହି ଗ୍ରାମରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ରଜସଂକ୍ରାନ୍ତି ଦିନ ପାଞ୍ଚବର୍ଷର ନାବାଳିକା ଦୋଳି ଖେଳିବାକୁ ଯାଇଥିବା ବେଳେ ସଂପର୍କୀୟ କକା ସନ୍ତୋଷ…

ସମ୍ବଲପୁର : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡ୍ରାଇଭର ଗିରଫ

ସମ୍ବଲପୁର : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡ୍ରାଇଭର ଗିରଫ। ସମ୍ବଲପୁରର ଧନୁପାଲି ଥାନାରେ ପୀଡ଼ିତା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ଲକ୍ଷ୍ଣଣ ବର୍ମା । କାମ ଖୋଜିବାକୁ ଗତକାଲି ସୁନ୍ଦରଗଡ଼ର ଏକ ଦମ୍ପତି ସମ୍ବଲପୁର ଆସିଥିଲେ। ଏମାନଙ୍କୁ…

ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତକୁ ଧରି ଛେଚିଲେ ଗ୍ରାମବାସୀ

ଭଦ୍ରକ : ଭିନ୍ନକ୍ଷମ ଯୁବତୀଙ୍କୁ ଏକୁଟିଆ ପାଇ ଅସଦାଚରଣ ଅଭିଯୋଗ । ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାପା ମା ଘରେ ନଥିବା ବେଳେ ଜଣେ ଏଲଆଇସି ଏଜେଣ୍ଟ ଭିନ୍ନକ୍ଷମ ଯୁବତୀଙ୍କୁ ଚକଲେଟ୍‌ ଦେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗ୍ରାମବାସୀ…

ଭଦ୍ରକ : ବିବାହିତ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ : ବିବାହିତ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଅଞ୍ଚଳରୁ । ଜଣେ ମହିଳା ନିଜ ପିଲାଙ୍କୁ ଧରି ବାପଘରୁ ଶାଶୂଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ୨ଜଣ ଯୁବକ ମହିଳାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖି ତାଙ୍କୁ ଦୁଷ୍କର୍ମ…

ନାବାଳିକାକୁ ଗର୍ଭବତୀ କରି ଅଭିଯୁକ୍ତ ଫେରାର

ଭଦ୍ରକ: ନାବାଳିକାକୁ ଦୁଷ୍କର୍ମ। ଘଟଣା ଘଟିଛି ଚାନ୍ଦବାଲି ଥାନା କିମଲ ଗାଁରେ। ପାଖ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇ ଫେରିବା ବାଟରେ ସେହି ଗାଁର ଜଣେ ଯୁବକ ନାବାଳିକାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିବା ସହ ଗର୍ଭବତୀ କରି ଫେରାର ହୋଇଯାଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ତେବେ…

ରାଜଧାନୀରେ ଲଜ୍ଜା : ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୬୦ ବର୍ଷର ବୃଦ୍ଧ

ଭୁବନେଶ୍ବର : ରାଜଧାନୀରେ ପୁଣି ଲଜ୍ଜା । ଜଣେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅତି ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି ଦୁଷ୍କର୍ମ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ୬୦ବର୍ଷର ବୃଦ୍ଧ । ଯାହା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି ।…