ପବିତ୍ର ରଥଯାତ୍ରାର ନୀତି ନିର୍ଘଣ୍ଟ ! କଡା ସୁରକ୍ଷା ବଳୟରେ ସମସ୍ତ ବ୍ୟବସ୍ଥା
ପୁରୀ : ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ନୀତି ନିର୍ଘଣ୍ଟ । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆଳତି ଶେଷ ହୋଇଛି। ୭ଟାରେ ଅବକାଶ, ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳବଲ୍ଲଭ ଭୋଗ ଅନୁଷ୍ଠିତ ହେବ । ସେହିପରି ୯ଟାରେ ରଥ ପ୍ରତିଷ୍ଠା ହେବ ।…