Browsing Tag

ratha yatra

ଧରାକୋଟଗଡ଼ର ନିଆରା ଘୋଷଯାତ୍ରା : ଏଠାରେ ରଥଯାତ୍ରାର ଦିନକ ପରେ ଗଡ଼େ ମହାପ୍ରଭୁଙ୍କ ରଥ, ଛେରାପହଁରା କରନ୍ତି ରାଜଜେମା

ଭକ୍ତ ଓ ଭଗବାନଙ୍କ ମିଳନର ଉତ୍ସବ ହେଉଛି ରଥଯାତ୍ରା। ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରକୁ ଆସି ଘୋଷ ଯାତ୍ରା କରିଥାନ୍ତି। ଦୀର୍ଘ ୯ ଦିନ ଧରି ଯାତ୍ରା ଚାଲିଥାଏ। ଏ ଅବସରରେ ଦୂର ଦୁରାନ୍ତରୁ ଭକ୍ତମାନେ ଆସି ରଥରେ ଠାକୁରଙ୍କୁ ଦେଖିବା ସହିତ ପାପରୁ ମୁକ୍ତ…

ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ: ନୀଳକନ୍ଦରକୁ ଫେରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍):  ଆଜି ନୀଳାଦ୍ରି ବିଜେ । ନୀଳକନ୍ଦରକୁ ଫେରିବେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରିବିଜେ କୁହାଯାଏ। ରଥାରୁଢ଼ ଶ୍ରୀଜିଉ ପୁଣି ଗୋଟି ପହଣ୍ଡିରେ…

ଶ୍ରୀଗୁଣ୍ଡିଚାରେ ଅଘଟଣ: ରଥ ଟାଣୁଥିବା ବେଳେ ବିଦ୍ଯୁତ ଆଘାତରେ ଜଣେ ମୃତ ୭ ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମରେ ରଥ ଟାଣୁ ଥିବା ବେଳେ ୧୧ କେଭି ବିଦ୍ଯୁତ ତାର ସଂଷ୍ପର୍ଶ ରେ ଆସି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଆଜି ସଂଧ୍ଯାରେ ଗୁଡିଖାଳ ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି…

ପତିତଜନଙ୍କୁ ଉଦ୍ଧାର ପାଇଁ ରଥଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଶରଧାବାଲିରେ ଲାଗିଲା ତିିନି ରଥ

ପୁରୀ(କେନ୍ୟୁଜ୍): ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ହରିବୋଳ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ଫାଟି ପଡୁଥିଲା ପରିବେଶ । ଜୟଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ । ରଥ, ପଥ ପ୍ରସ୍ତୁତ ରହିଥିଲା । ଭକ୍ତ ଅପେକ୍ଷା କରି…

ରଥଯାତ୍ରା ପାଇଁ ଓଟିଡିସିର ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍, କମ୍‌ ଖର୍ଚ୍ଚରେ କରି ପାରିବେ ଜଗା ଦର୍ଶନ

ଭୁବନେଶ୍ବର (କେନ୍ୟୁଜ୍‌) : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମ୍ବଲପୁର, ଭୁବନେଶ୍ଵର ଓ ପୁରୀରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିଭଳି ଐତିହାସିକ ଘୋଷଯାତ୍ରାକୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧା…

ସ୍ନାନଯାତ୍ରା ପରି ଶୃଙ୍ଖଳିତ ହେବ ରଥଯାତ୍ରା, ପୋଲିସ ପ୍ରଶାସନ ପକ୍ଷରୁ ବୈଠକରେ ସବୁ ଦିଗକୁ ନେଇ ସମୀକ୍ଷା

ପୁରୀ(କେନ୍ୟୁଜ୍):ସ୍ନାନଯାତ୍ରା ପରି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବୈଠକରେ ଆଲୋଚନା ହୋଇଛି । ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯିବ । ସମନ୍ଵିତ ନିୟନ୍ତ୍ରଣ ରୁମ କାର୍ଯ୍ୟ…

ଚଳଚଞ୍ଚଳ ରଥଖଳା: ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ(କେନ୍ୟୁଜ୍‌): ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ…

ଏଥର ପୁରୀ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ, ପ୍ରସ୍ତୁତ ହୋଇଛି ଦୁଇଟି ପ୍ଲାନ୍‌

ପୁରୀ(କେନ୍ୟୁଜ୍):ଏଥର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ। କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଦେଶରେ କୋଭିଡ ସ୍ଥିତି ବଢ଼ୁଛି । ଆଗାମୀ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭକ୍ତମାନେ ଆସିଲେ, କେଉଁ ପ୍ରକାର ବ୍ୟବସ୍ଥା…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର…

ପୁରୀ(କେନ୍ଯୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ । ଆସନ୍ତାକାଲି ବଡମୂଳ ସ୍ଥିତ ମା ବଡରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବ । ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ…

ଆଜି ତିନି ରଥର ହେବ ଦକ୍ଷିଣ ମୋଡ, ଅଣାଯିବ ନାକଚଣା ଦ୍ୱାର ନିକଟକୁ

ପୁରୀ(କେନ୍ଯୁଜ୍): ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା ଯାତ୍ରାରେ ବାହାରିଥାନ୍ତି ।…

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ୩ ଦିନ ଧରି ହେବ ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ହେବ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜିଠୁ ୩ ଦିନ ଧରି ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ, ସେମାନଙ୍କୁ ବାହୁଡା ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ…

ରଥରେ ଫାଟ, ଆଜି ୩ ରଥ ଯାଞ୍ଚ କଲେ ମୁଖ୍ୟ ବିଶ୍ୱକର୍ମା ଓ ପୂର୍ବତଟ ରେଳବାଇ ବୈଷୟିକ ଟିମ୍‌

ପୁରୀ(କେନ୍ଯୁଜ୍): ରଥରେ ଫାଟ। ବଳଭଦ୍ରଙ୍କ ତାଳଧ୍ୱଜ ରଥର ଅଖ ଓ ଚକ ସହ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକରେ ସାମାନ୍ୟ ଫାଟ ଦେଖାଦେଇଛି। ତାଳଧ୍ୱଜ ରଥରେ ଲାଗିଛି ଜ୍ୟାକ୍‌, ୨ ଘଣ୍ଟା ଧରି ଚାଲିବ ମରାମତି କାମ। ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଥିବା ଫାଟର ମଧ୍ୟ…