Browsing Tag

ratha yatra

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡପ ମଣ୍ଡପରେ ଲାଗି ହେବ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ

ପୁରୀ(କେନ୍ଯୁଜ୍): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ମହାପ୍ରଭୁ । ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି ହେବ । ତେଣୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଆଡପ ଅବଢା ମିଳିବ । ଏଥିପାଇଁ ଗୁଣ୍ଡିଚା ମନ୍ଦିରଠାରେ ସ୍ୱତନ୍ତ୍ର ବ୍ୟବସ୍ଥା…

ଶରଧାବାଲୀରେ ପହଞ୍ଚିଲା ତିନି ରଥ, ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ କାଳିଆ ମୁହଁରେ ନଥିଲା ହସ

କେନ୍ୟୁଜ୍(ବ୍ୟୁରୋ): ରଥ, ପଥ ଜଗନ୍ନାଥ ମୟ । ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ । ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ସଜେଇ ହୋଇଥିଲା । ସିଂହଦ୍ୱାରରେ ଅପେକ୍ଷାରତ ଥିଲେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ପାଇଁ ଘଣ୍ଟଘଣ୍ଟା, ମୃଦଙ୍ଗ ଓ ଅନ୍ୟାନ୍ୟ…

ଡାହୁକ ଛାଡ଼ିଲା ଡାକ, ବଡ ଦାଣ୍ଡେ ଗଡ଼ିଲା ରଥ….ବିନା ଭକ୍ତରେ ଟାଣି ନେଉଛନ୍ତି ସେବାୟତ

ପୁରୀ(କେନ୍ଯୁଜ୍): ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନୀତି ନୀର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ରତ୍ନଦେବୀ ଛାଡି ଜନ୍ମଦେବୀ ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଉଛନ୍ତି ସେବାୟତ।…

ନନ୍ଦିଘୋଷ ରଥରେ ରଥାରୁଢ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ପହଣ୍ଡିରେ ଆସି ରଥରେ ବିରାଜମାନ ହେଲେ ପ୍ରଭୁ ବଳଭଦ୍ର

ପୁରୀ(କେନ୍ଯୁଜ୍): ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସମୟ ପୂର୍ବରୁ ସମାପନ ହେଉଛି । ବଡ଼ ଭାଇ ପ୍ରଭୁ ବଳଭଦ୍ର ପଛେ ପଛେ ପହଣ୍ଡି ବିଜେରେ…

ଆଉ ମାତ୍ର କିଛି ସମୟର ଅପେକ୍ଷା..ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି।  କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଅନ୍ଯପଟେ ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ…

ରଥଯାତ୍ରା: ଧ୍ୟାନ ଆକର୍ଷଣ କରୁଛି ଶାଶ୍ୱତ ରଞ୍ଜନଙ୍କ କୁନି ରଥ, ଏହି କ୍ଷୁଦ୍ର ମଡେଲ ପ୍ରସ୍ତୁତିରେ ବ୍ୟବହାର କରିଛନ୍ତି…

ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବର୍ଷକରେ ଥରେ ମହାପ୍ରଭୁଙ୍କୁ ମନ୍ଦିର ବାହାରେ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳ। ହେଲେ ମହାମାରୀ କରୋନା ଯୋଗୁ ଏଥର ବି ଫିକା ପଡ଼ିବ ଘୋଷଯାତ୍ରା। ବିନା ଭକ୍ତରେ ଗଡ଼ିବ ରଥ। ଭକ୍ତଶୂନ୍ୟ ରହିବ ବଡ଼ଦାଣ୍ଡ। ତଥାପି ଏ ସବୁ…

ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା…

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ ଲାଗିିବ। ତେଣୁ ପୁରୀବାସୀଙ୍କ ସୁବିଧା ପାଇଁ ୧୦ ତାରିଖ ଅର୍ଥାତ ଶନିବାର ଦିନ ସଟ୍‌ଡାଉନ୍‌ କଟକଣା ଲାଗିବ ନାହିଁ।…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ଭର୍ଚୁଆଲ୍‌ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ଯୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭର୍ଚୁଆଲ୍‌ ବୈଠକରେ ରଥଯାତ୍ରା ସହ ସଂପୃକ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,…

ରଥ ଉପରେ କୌଣସି ସେବାୟତ ଫଟୋ ଉଠାଇବେ ନାହିଁ, କ୍ଯାମେରା ମୋବାଇଲ ମଧ୍ୟ ବ୍ୟାନ୍

ପୁରୀ(କେନ୍ୟୁଜ୍):  ଶେଷ ହେଲା  ଛତିଶାନିଯୋଗ ବୈଠକ । ଗତବର୍ଷ ପରି କେବଳ ସେବାୟତ ମାନେ ରଥଟାଣିବେ। ଅନ୍ଯକେହି ରଥଟାଣିବେ ନାହିଁ। ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ହେବ କୋଭିଡ୍‌ ଆରଟିପିସିଆର୍‌ ଟେଷ୍ଟ। ନେଗେଟିଭ୍‌ ଥିଲେ ଯାତ୍ରାରେ ସାମିଲ ହେବେ। ମାସ୍କ ଓ ଗାମୁଛା ସେବାୟତ…

ରଥଯାତ୍ରା ପାଇଁ ଆସନ୍ତା ୮ରୁ ଆରମ୍ଭ ହେବ RTPCR ଟେଷ୍ଟ , କୌଣସି ହୋଟେଲ ଓ ଲଜିଂରେ ରହିପାରିବେ ନାହିଁ ପର୍ଯ୍ୟଟକ 

ପୁରୀ(କେନ୍ଯୁଜ୍): ପାଖେଇ ଆସୁଛି ବିଶ୍ୱପ୍ରିସଦ୍ଧ ରଥଯାତ୍ରା। ଘୋଷଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଗତବର୍ଷ ପରି କେଉଁ ନିଯୋଗରୁ କେତେ ସେବାୟତ ରହିବେ, ରଥ ଉପରେ କେତେ ସେବାୟତ ରହିବେ ତାର ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ। ରଥଯାତ୍ରାରେ…

ଶୃଙ୍ଖଳିତ ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ଜୁଲାଇ ୫ ପୂର୍ବରୁ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ଯୁଜ୍): ଜୁଲାଇ ୧୨ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି । ଆସନ୍ତା ଜୁଲାଇ ୫ ତାରିଖ ପୂର୍ବରୁ ବସିବ ଛତିଶା…