ବାହୁଡିବେ ବଡ଼ଠାକୁର, ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ
ପୁରୀ : ଆଜି ବାହୁଡା । ୯ ଦିନର ଲୀଳାଖେଳ ସାରି ନୀଳକନ୍ଦର ଫେରିବେ ମହାପ୍ରଭୂ । ତେଣୁ ରଥଯାତ୍ରା ପରି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜିଉଙ୍କ ଆଗମନକୁ ଅନେଇ ବସିଛନ୍ତି । ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରି ଉଠିବ ବଡ଼ଦାଣ୍ଡ । ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି…