ରଥରେ ଦର୍ଶନ ଦେବେ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ, ବିଶ୍ବାସ ରହିଛି ପୁରୀରୁ ମହାବାହୁ ଆସି ଏଠି ବିଜେ କରନ୍ତି
ମୟୂରଭଞ୍ଜ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ । ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ । ରଥରେ ବାମନଙ୍କୁ ଦର୍ଶନ କରି ପୁନର୍ଜନ୍ମରୁ ମୁକ୍ତି ପାଇବେ ଭକ୍ତ । ଏହାର…