Browsing Tag

rathyatra

ପୁରୀ ପୋଲିସର ଉଦ୍ୟମ ସଫଳ, ବଡ଼ଦାଣ୍ଡରେ ଜନଗହଳି ଭିତରେ ସୁରୁଖୁରୁରେ ଗଲା ଆମ୍ବୁଲାନ୍ସ

ପୁରୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ହୋଇଥିଲା ଲକ୍ଷାଧିକ ଭକ୍ତଙ୍କ ସମାଗମ । ପୂରା ବଡ଼ଦାଣ୍ଡ ହୋଇଥିଲା ଜନସମୁଦ୍ର । ଏପରି ଗହଳି ସତ୍ତ୍ୱେ ମଧ୍ୟ ଏକ ଆମ୍ବୁଲାନ୍ସ ଅତି ସହଜରେ ଯାଇପାରିଛି । ଏହାର ଏକ ଭିଡିଓ ପୁରୀ ପୋଲିସ ପକ୍ଷରୁ ଟ୍ଵିଟ୍ କରାଯାଇଛି । ଦେଖନ୍ତୁ ଭିଡିଓକୁ, କିପରି ଜନଗହଳି ମଧ୍ୟରେ…

ଭକ୍ତଙ୍କ ଡୋରୀ ବନ୍ଧା ବଡଠାକୁର, ଆରମ୍ଭ ହେଲା ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି କରି ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଯାଇଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରିନେଇଛନ୍ତି । ଏବେ ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳା ଚାଲିବ । ଏହାପୂର୍ବରୁ ଶରଧାବାଲିରେ ରଥାରୁଢ…

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶରଧା ବାଲିରେ ଲାଗିଲେ ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ

ରଥଯାତ୍ରାରେ ବଡ଼ ଠାକୁର। ପୁରୀ ଶରଧାବାଲିରେ ପହଞ୍ଚିଲା ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଆଜି ନିର୍ଦ୍ଧାରିତ ସମୟରେ…

ରଥଯାତ୍ରାରେ ଅଘଟଣ, ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଭକ୍ତ ମୃତ

ଯାଜପୁର କାଳିଆପାଣି ଥାନା ଟାଟା ମାଇନସ୍ କଲୋନୀ ପରିସରରେ ରଥ ଟଣା ବେଳେ ଅଘଟଣ। ଲୌହ ନିର୍ମିତ ରଥ ଟଣା ବେଳେ ତାହା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ ହୋଇଥିବା ବେଳେ ୭ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତକ ଦୁଇଜଣ ହେଲେ ବିହାର ରାଜ୍ୟ…

ଚିଲିକା ମଧ୍ୟରେ ନୌକାବିହାର କଲେ ମହାବାହୁ, କଙ୍କଣ ଶିଖରୀରେ ଗୁଣ୍ଡିଚାଯାତ୍ରା ପାଳିତ

ଟାଙ୍ଗୀ(କେନ୍ୟୁଜ୍) : ଚିଲିକା ବ୍ଳକ ନଇରୀ ବ୍ଳକ ସ୍ଥିତ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ରରେ ରହିଛି କଙ୍କଣ ଶିଖରୀ। ସେଠାରେ ଆଜି ମହାଆଡମ୍ବରରେ ନୀଆରା ଭାବେ ପାଳିତ ହୋଇଯାଇଛି ରଥଯାତ୍ରା। ଏହି କ୍ଷେତ୍ର ଚିଲିକାର ମଧ୍ୟରେ ରହିଥିବା ଏକ ଦ୍ବୀପରେ ଅବସ୍ଥିତ। ଏଠାରେ ତିନି ଠାକୁରଙ୍କ ପରିକ୍ରମା…

ଫୁଲୁରୀ ତେଲ ପରେ ଆଜିଠାରୁ ମହାପ୍ରଭୁଙ୍କୁ ଓଷ ଲାଗି

ପୁରୀ(କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବା ପରେ ଆଜିଠାରୁ ଓଷ ଲାଗି ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷଲାଗି କରାଯିବ । ଝୁଣା ଓ ତେଲରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପଦାର୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…

ଘୋଷଯାତ୍ରାରେ ଟ୍ବିନ୍ ସିଟିରୁ ପୁରୀକୁ ସ୍ବତନ୍ତ୍ର ବସ୍ ସେବା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ବସ୍ ସେବା। କଟକ, ଭୁବନେଶ୍ୱରରୁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ନିୟମିତ ଚଳାଚଳ କରୁଥିବା ବସ୍ ବ୍ୟତୀତ ଅନ୍ୟ କେତେକ ବସ୍ କଟକ ଓ ଭୁବନେଶ୍ୱରରୁ ପୁରୀକୁ ଚଳାଚଳ କରିବ। ପରିବହନ କମିଶନର ତଥା କେନ୍ଦ୍ରାଞ୍ଚଳ ଆରଡିସି ଏହି ସୂଚନା ଦେଇଛନ୍ତି।…

ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି !

ପୁରୀ : ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି। ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି କରାଯାଏ। ଏହାକୁ କୁହାଯାଏ ଓଷଲାଗି। ୩ ଦିନ ଧରି ଏହି ଓଷଲାଗି ଚାଲିବ। ଆସନ୍ତା ଦଶମୀ…